Browsing Tag

AIRLINES

ବିମାନ ବନ୍ଦରରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ, ଓହ୍ଲାଇବାର ଅଧଘଣ୍ଟା ଭିତରେ ମିଳିବ ବ୍ୟାଗେଜ

ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ବ୍ୟାଗେଜ ମିଳିବାରେ ହେଉଥିବା ବିଳମ୍ବର ସମସ୍ୟା ଦୂର ହେବାକୁ ଯାଉଛି । ବ୍ୟାଗେଜ ମିଳିବାରେ ବିଳମ୍ବ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି(BCAS) । ବିମାନ…

ମଝି ଆକାଶରେ ଉଡିଗଲା ବିମାନର ଝରକା ଓ କବାଟ, କରାଗଲା ଜରୁରୀ ଅବତରଣ

ମଝି ଆକାଶରେ ଉଡିଗଲା ବିମାନର ଝରକା ଏବଂ କବାଟ । ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡାଣ କରିବାର କିଛି ସମୟ ପରେ ଏଭଳି ଘଟଣା ଘଟିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନର ଝରକା ଓ କବାଟ ଉଡିଯାଇଥିବା ଏକ ଭିଡିଓ ଜଣେ ଯାତ୍ରୀ ସେୟାର କରିଛନ୍ତି । ଅପରାହ୍ଣ ୪.୫୨ରେ…

ବିମାନ ଯାତ୍ରୀଙ୍କୁ ମିଳୁଛି ‘କୁକୁର ଖାଦ୍ୟ’, ମେନୁ ଦେଖି ଲୋକେ ଆଶ୍ଚର୍ଯ୍ୟ; ଟ୍ରୋଲ୍‌ ହେଉଛି ଏୟାରଲାଇନ୍ସ କମ୍ପାନୀ

ବିମାନର ବିଜନେସ୍‌ କ୍ଲାସ୍‌ରେ ଯାତ୍ରା କରିବା ଅନେକ ଲୋକଙ୍କ ସ୍ୱପ୍ନ ହୋଇଥାଏ। ଟିକେଟ୍‌ ପାଇଁ ଅଧିକ ପଇସା ଖର୍ଚ୍ଚ କରୁଥିବା ଯାତ୍ରୀ ଏୟାରଲାଇନ୍ସରୁ ଅଧିକ ଆରାମଦାୟକ ସିଟ୍ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ସହିତ ଏକ ବଢ଼ିଆ ଅଭିଜ୍ଞତା ଆଶା କରନ୍ତି। କିନ୍ତୁ ନିକଟରେ ଚାଇନା ଇଷ୍ଟର୍ନ ଏୟାରଲାଇନ୍ସର ଏକ…

ଏୟାର ଲାଇନ୍‌ ଟିକେଟ୍‌ ସ୍କାମ୍‌, ଜାଣନ୍ତୁ ଏହି ସ୍କାମରୁ କିପରି ବଞ୍ଚିବେ

ବର୍ତ୍ତମାନ ଏୟାର ଲାଇନ୍‌ ଟିକେଟ୍ ବୁକ୍‌ କରିବା ବହୁତ ସହଜ । କାରଣ ଅନଲାଇନରେ ହିଁ ଏହି ଟିକେଟ୍‌ ବୁକ୍‌ କରି ହେଉଛି । ବେଳେବେଳେ ସ୍ପେସାଲ୍‌ କାମ୍ପେନ୍‌, ଫେଷ୍ଟିଭାଲ୍ ଟାଇମ୍‌ କିମ୍ବା ଛୁଟିଦିନ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମ୍‌ ସମୟରେ ଏୟାର ଲାଇନ୍‌ କମ୍ପାନୀଗୁଡିକ ଟିକେଟ୍ ଉପରେ ଭାରି…

ଆପଣ ଫ୍ଲାଇଟରେ ଯାତ୍ରା କରି ଥାଇପାରନ୍ତି ସତ, କିନ୍ତୁ ଫ୍ଲାଇଟ ବିଷୟରେ ଏହି ୧୦ ସିକ୍ରେଟ୍‌ କଥା ଜାଣିନଥିବେ ନିଶ୍ଚୟ

କଣ ଆପଣଙ୍କୁ ଜଣାଅଛି ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କ ସହ କଣ କଣ ହୋଇଥାଏ । ଆପଣ ବି ଏୟାର ହୋଷ୍ଟେସଙ୍କ ସହ ଏହିସବୁ ମଜା ନେଇପାରିବେ । ଏୟାର ହୋଷ୍ଟେସଙ୍କୁ ନେଇ ଏହି ୧୦ ସିକ୍ରେଟ କଥା ଯାହାକୁ କେହି ବି ଜାଣିନାହାଁନ୍ତି । ଯାହାକୁ ଦେଖି ଆପଣଙ୍କୁ ବି ବିଶ୍ୱାସ ହେବନାହିଁ । ଏୟାର ହୋଷ୍ଟେସ ଓ…

ଅଧା ବାଟରେ ସରିଗଲା ଇନ୍ଧନ, ଜରୁରୀକାଳୀନ ସ୍ଥିତିରେ ଜଙ୍ଗଲରେ ଯାଇ ଲ୍ୟାଣ୍ଡ କଲା ଋଷୀୟ ବିମାନ A-320

ଋଷିଆରେ ଦେଖିବାକୁ ମିଳିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏଠାରେ ପ୍ଲେନ ବିମାନ ବନ୍ଦର ବଦଳରେ ଜଙ୍ଗଲରେ ଲ୍ୟାଣ୍ଡ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନରେ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏବେ ବିମାନ ଅବତରଣ କରିବାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣ ସମସ୍ତେ…

ଉଡାଣ ଭରିବା ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା, ସୋସିଆଲ ମିଡିଆରେ ଘଟଣା ସେୟାର…

ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍‌ଅଫ୍‌ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଖବର…

ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି…

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି…

ମଝି ଆକାଶରେ ବିମାନ ବାଥରୁମରେ ପଡ଼ି ଚାଲିଗଲା ପାଇଲଟଙ୍କ ଜୀବନ, ଜରୁରୀ ଅବତରଣ କରାଇଲେ ସହ-ପାଇଲଟ୍

ବିମାନ ବାଥରୁମରେ ପଡି ଚାଲିଗଲା ପାଇଲଟଙ୍କ ଜୀବନ । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲ୍ଲ ଯାଉଥିବା ଲାଟାମ୍ ଏୟାରଲାଇନ୍ସ ଏକ ବିମାନର ପାଇଲଟ୍ ବାଥରୁମରେ ପଡିଯିବାରୁ ଜୀବନ ଚାଲିଯାଇଥିଲା । ଆଉ ବିମାନର ସହକାରୀ ପାଇଲଟଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ପଡିଥିଲା । ୫୬ ବର୍ଷୀୟ…

ମଝି ଆକାଶରେ ୧୫ ହଜାର ଫୁଟ ତଳକୁ ଖସିଲା ବିମାନ, ଭୟରେ ଚିତ୍କାର କଲେ ଯାତ୍ରୀ

ଆମେରିକା ଏୟାରଲାଇନ୍ସର ଏକ ବିମାନ ୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସି ପଡିଥିବା ଘଟଣା ସାମ୍ନାକୁ ଆସିଛି । ଫ୍ଲୋରିଡା ଯାଉଥିବା ଏକ ବିମାନ ୩ ମିନିଟ ଭିତରେ ୧୫ ହଜାର ଫୁଟ ତଳକୁ ଖସିବା ଯୋଗୁଁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନଟି ଉଡାଣ ଭରିବା ପରେ ବିମାନଟି ମଝି ଆକାଶରେ ଥିବା ବେଳେ…

Flight ରେ ବ୍ୟାନ Appleର ଏହି ଡିଭାଇସ୍‌!

ଫ୍ଲାଇଟରେ ଆପଲ ଡିଭାଇସ୍‌ କୁ କରାଯାଇଛି ବ୍ୟାନ। ଯଦି ଆପଣ ବି ଫ୍ଲାଇଟରେ ଯାତ୍ରା କରୁଛନ୍ତି ଆଉ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଏହା ଉପରେ ରୋକ ଲାଗିବ। ଆପଣ ମନଇଚ୍ଚା ଆପଲ ଡିଭାଇସ୍‌ ନେଇ ଫ୍ଲାଇଟରେ ଯାତ୍ରା କରିପାରିବେ ନାହିଁ। ଜାଣନ୍ତୁ ଏହାକୁ ନେଇ ଏବେ ସମ୍ପୂର୍ଣ୍ଣ ଅପଡେଟ। ଆପଲ…

ଯାତ୍ରୀଙ୍କୁ ଛାଡି ବିମାନ ଉଡାଣ ଭରିବା ଘଟଣା : ଏବେ ଯାତ୍ରୀଙ୍କୁ ମାଗଣା ଟିକେଟ ବୁକିଂ କରିବାର ଅଫର ଦେଲା ସ୍କୁଟ୍‌…

ନିକଟରେ ଅମୃତସରରୁ ସିଙ୍ଗାପୁରକୁ ଯାଉଥିବା ସ୍କୁଟ ଏୟାରଲାଇନ୍ସ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଚାଲିଯାଇଥିଲା। ଏହି ମାମଲାରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାରଲାଇନ୍ସକୁ ରିପୋର୍ଟ ମାଗିଛି। ବିମାନ ଛାଡି ଚାଲିଯାଇଥିବା ସମସ୍ତ ଯାତ୍ରୀଙ୍କୁ ଏବେ ମାଗଣାରେ ଦ୍ୱିତୀୟ ଥର ଫ୍ଲାଇଟ…