Browsing Tag

airport

ପୁଣେ ଏୟାରପୋର୍ଟରେ ଭାରତୀୟ ବାୟୁସେନାର ହାର୍ଡ ଲ୍ୟାଣ୍ଡିଂ, ଅନେକ ଉଡାଣ ବାତିଲ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁଣେ ଏୟାରପୋର୍ଟରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି । ଶୁକ୍ରବାର ଏହା ଭାରତୀୟ ବାୟୁସେନାର ଏକ ବିମାନର ହାର୍ଡ ଲ୍ୟାଣ୍ଡିଂ କରିଛି । ଯାହା ରନୱେକୁ କ୍ଷତି ପହଞ୍ଚାଇଛି । ଫଳରେ ସମସ୍ତ ବିମାନ ଚଳାଚଳ ହେବାକୁ ଥିବା ବିମାନକୁ ସ୍ଥଗିତ ରଖାଯାଇଛି । ମରାମତି…

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ଶେଷ ସୁଦ୍ଧା ନିୟମିତ ଉଡ଼ିବ ବିମାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଟେକଅଫ୍ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଘରୋଇ ବିମାନ, ଥିଲେ ୮ ଯାତ୍ରୀ

ଆମେରିକା : ଆମେରିକାରେ ପୁଣି ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ୮ ଜଣ ଲୋକଙ୍କୁ ନେଇ ଯାଉଥିଲାବେଳେ ଏହି ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ପ୍ରଶାସନ ଦେଇଛି  । ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର ୬୦୦ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା…

ସପ୍ତାହାନ୍ତର ଲଗାତାର ଛୁଟି, ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।  ଏହାସହ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।  ଚତୁର୍ଥ ଶନିବାର, ରବିବାର ଏବଂ ସୋମବାର ଦିନ ଗଣତନ୍ତ୍ର ଦିବସ । ​ ଆଗାମୀ ସାଧାରଣତନ୍ତ୍ର ଦିବସ ଏବଂ ସପ୍ତାହାନ୍ତର ଲଗାତାର…

ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା, ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ

ଭୁବନେଶ୍ବର : ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ । ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା । ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ । ଗାଡି ସାଇଡ ମରାକୁ କେନ୍ଦ୍ରକରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣ । ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ…

ସତର୍କ! ବିଷାକ୍ତ ହୋଇଗଲା ଦିଲ୍ଲୀର ବାୟୁ,ବିମାନବନ୍ଦର ପକ୍ଷରୁ ପରାମର୍ଶ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ବର୍ଗରେ ପହଞ୍ଚିଛି। ବାୟୁରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ବିମାନବନ୍ଦର ଏକ ପରାମର୍ଶ ଜାରି କରିଛି। ଶନିବାର ଦିନ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର…

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି…

୧୫ ରାଣୀ ଓ ୩୦ ଛୁଆଙ୍କ ସହ ବିମାନରୁ ଓହ୍ଲାଇଲେ ରାଜା ମସ୍ବାତି, ବେଶଭୁଷା ଦେଖି ଆଶ୍ଚର୍ଯ୍ୟ ହେଲେ ସବୁ

ଜଣେ ରାଜାଙ୍କର ୧୫ ରାଣୀ । ଆଉ ରାଜାଙ୍କର ୩୦ ଛୁଆ । ଠିକ ଶୁଣିଲେ ଆଜ୍ଞା ଏକ ବିଂଶ ଶତାବ୍ଦୀରେ ବି ଏମିତି ଜଣେ ରାଜା ଅଛନ୍ତି, ଯାହାଙ୍କର ୧୫ ରାଣୀ ଆଉ ୩୦ ଛୁଆ ଅଛନ୍ତି । ଆଫ୍ରିକୀୟ ଦେଶ ଇସୱାତିନିର ‘ରାଜା ମସ୍ବାତି ତୃତୀୟ’ ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ଭିନ୍ନ…

ଖୁବଶୀଘ୍ର କଟକରେ ହୋଇପାରେ ବିମାନବନ୍ଦର : ସାଂସଦ ଭର୍ତ୍ତୃହରି ମହତାବ

କଟକ: କଟକବାସୀଙ୍କ ପାଇଁ ଖୁସି ଖବର । ଏହି ସିଲଭର ସହର ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର  ତିଆରି ହୋଇପାରେ । ଏନେଇ  କଟକର ସାଂସଦ ଭତୃହରି ମହତାବ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କହିଥିଲେ। ଖବର ଅନୁସାରେ ସାଂସଦ କହିଛନ୍ତି କଟକରେ ଏକ ବିମାନବନ୍ଦର ଆରମ୍ଭ କରିବା ଆବଶ୍ୟକତା…

ହାଇ ଆଲର୍ଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଆତଙ୍କୀ ହମଲାକୁ ନେଇ ବଢିଲା ସୁରକ୍ଷା

ଦିଲ୍ଲୀ : ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ସମୟ ମଧ୍ୟରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି।  ସୂତ୍ର ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଏହି ହାଇ ଆଲର୍ଟ ଜାରି କରାଯାଇଛି…

ପୁଣି ବିମାନବନ୍ଦରରୁ ବିପୁଳ ପରିମାଣର ମାରିଜୁଆନା ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିଲା । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି…

ଉଡ଼ାଣ ଭରିବା ସମୟରେ ବିମାନରେ ହଠାତ୍ ଲାଗିଲା ନିଆଁ, ଦୃଶ୍ୟ ଦେଖି ଭୟଭୀତ ହେଲେ ଯାତ୍ରୀ

ଏକ ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନ ୪:୦୦ଟାରେ ଲଣ୍ଡନର ସାଉଥେଣ୍ଡ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ଛୋଟ ବାଣିଜ୍ୟକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ଆକାଶକୁ କଳା ଧୂଆଁ ଉଡ଼ିଥିଲା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଘଟଣାସ୍ଥଳରେ ଏକ…