ନୂଆବର୍ଷରେ ଏୟାରଟେଲ ଦେଉଛି ୟୁଜର୍ସଙ୍କୁ 2GBର ମାଗଣା ଡାଟା, ଜାଣନ୍ତୁ କେମିତି ଉଠାଇବେ ଫାଇଦା
ଯଦି ଆପଣ ଏୟାରଟେଲ ୟୁଜର ତେବେ ଆପଣଙ୍କ ପାଇଁ ଖୁସି ଖବର। କମ୍ପାନୀ ୟୁଜର୍ସଙ୍କୁ ଦେବ ମାଗଣା ଡାଟା। ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ନୂଆବର୍ଷରେ ମାଗଣା ଡାଟା ଦେଇ ୟୁଜର୍ସଙ୍କ ମନୋରଞ୍ଜନ କରାଇବ ଏୟାରଟେଲ ଟେଲିକମ କମ୍ପାନୀ। କେମିତି ଏହାର ଫାଇଦା ଉଠାଇବେ ଜାଣନ୍ତୁ……