Browsing Tag

Aishwarya Rai Bachchan corona

ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ, ବଚ୍ଚନ ପରିବାରରେ ମୋଟ ୪ ପଜିଟିଭ୍‌

ମୁମ୍ବାଇ: କରୋନା ଏବେ ସମଗ୍ର ଦୁନିଆକୁ ନିଜ କବ୍‌ଜାକୁ ନେବା ଆରମ୍ଭ କରିଛି। ଗତକାଲି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପରେ ଆଜି ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ମାତ୍ର ଜୟାବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା…