Browsing Tag

aishwarya rai

ଆନିଭର୍ସରୀରେ ଝିଅ ଆରାଧ୍ୟା ସହ ଫଟୋ ସେୟାର କଲେ ଐଶ୍ୱର୍ଯ୍ୟା ଓ ଅଭିଷେକ, ଜିତୁଛି ଫ୍ୟାନ୍ସଙ୍କ ହୃଦୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସଙ୍କ ପ୍ରିୟ କପଲ ମଧ୍ୟରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅନ୍ୟତମ । ଫ୍ୟାନ୍ସମାନେ ଉଭୟଙ୍କୁ ଏକାଠି ଦେଖିବାକୁ ବହୁତ ପସନ୍ଦ କରନ୍ତି । ତେବେ ନିକଟରେ ସେମାନଙ୍କ…

ଜାଣନ୍ତୁ କିଏ ଇଣ୍ଡଷ୍ଟ୍ରିର ସବୁଠୁ ଧନୀ ଅଭିନେତ୍ରୀ? ନେଟୱର୍ଥ ମାମଲାରେ ବଡ ବଡ ଆକ୍ଟରଙ୍କୁ ଦିଅନ୍ତି ଟକ୍କର

ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ଅଛନ୍ତି ଯାହାର ରୋଜଗାର କୋଟି କୋଟିରେ ଏବଂ ସେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ । ଏହି ଅଭିନେତ୍ରୀ ଅନ୍ୟ କେହି ନୁହଁନ୍ତି ବଲିଉଡର ସବୁଠାରୁ ସୁନ୍ଦର…

ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିଷେକ ଏବଂ ଐଶ୍ଚର୍ଯ୍ୟା, ଆରାଧ୍ୟାକୁ ପରଫର୍ମ କରୁଥିବା ଦେଖି ହେଲେ…

ବର୍ତ୍ତମାନ ସୋସିଆଲ ମିଡିଆରେ ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ତେବେ ବଚ୍ଚନ ପରିବାରରେ କିଛି ଠିକ୍ ଚାଲୁନାହିଁ ବୋଲି ମଧ୍ୟ କୁହାଯାଉଛି, କିନ୍ତୁ ପ୍ରତ୍ୟେକ ଥର ବଚ୍ଚନ ପରିବାର କ୍ୟାମେରା ଆଗରେ ଆସି ପ୍ରମାଣ କରନ୍ତି ଯେ ତାଙ୍କ ପରିବାରରେ ସବୁ କିଛି…

ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ଚର୍ଯ୍ୟା ହେଲେ ଡିପ୍‌ଫେକର ଶିକାର, ଭିଡିଓ ହେଉଛି ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରୀରେ ଡିପ୍‌ଫେକର ଫଟୋ ଏବଂ ଭିଡିଓ ଯୋଗୁ ଅନେକ ସେଲିବ୍ରିଟି ଚିନ୍ତିତ ଅଛନ୍ତି । କାରଣ ଏହି ମାମଲା ଦିନକୁ ଦିନ ବଢି ଚାଲିଛି । ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ…

ଆଜି ମିସ୍ ୱାଲ୍ଡ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ, ଜାଣନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ବା ନା ଜାଣେ । ସମଗ୍ର ବିଶ୍ୱରେ ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଦିଆଯାଏ । ନିଜ ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି । ଐଶ୍ୱର୍ଯ୍ୟା କେବଳ ମଡେଲିଂ ନୁହଁ ବରଂ ମିସ ୱାର୍ଲଡ ଟାଇଟେଲ ମଧ୍ୟ ଜିତିଛନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଯଦି…

କଣ ହେଲା ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କ ସୌନ୍ଦର୍ଯ୍ୟକୁ? ନୂଆ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ବିଶ୍ଵସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଐଶ୍ୱର୍ଯ୍ୟା ଫିଲ୍ମ ବ୍ୟତୀତ ନିଜ ସୌନ୍ଦର୍ଯ୍ୟ ମାଧ୍ୟମରେ ସର୍ବଦା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏବେ ମଧ୍ୟ ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି କିନ୍ତୁ…

ପ୍ରେଗ୍‌ନାଣ୍ଟ ଅଛନ୍ତି ଐଶ୍ୱର୍ଯ୍ୟା! ଏୟାରପୋର୍ଟରେ ଢିଲା ଡ୍ରେସ୍‌ରେ ପେଟ ଲୁଚାଉଥିବାର ଆସିଲେ ନଜର

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ବଚ୍ଚନ ପରିବାରର ବୋହୂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ ଶୀଘ୍ର ଫିଲ୍ମ ‘ପୋନିୟନ ସେଲଭନ୍‌’ରେ ନଜର ଆସିବେ। ଚଳଚ୍ଚିତ୍ରର ପ୍ରମୋସନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ଯେତେବେଳେ ସେ ଗଣମାଧ୍ୟମ ସାମ୍ନାକୁ…

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଗର୍ଭବତୀ ! ଏୟାରପୋର୍ଟରେ ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ମିସ୍‌ ଓ୍ଵାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି। ଏ ଅବସରରେ ଷ୍ଟାର ଫ୍ୟାମିଲିର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ…

ରାଣୀ ନନ୍ଦିନୀ ଭୂମିକାରେ ଐଶ୍ୱର୍ଯ୍ୟା, ଫିଲ୍ମ ‘ପୋନ୍ନିୟିନ ସେଲଭନ’ର ନୂଆ ପୋଷ୍ଟର

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ପୋନ୍ନିୟିନ ସେଲଭନର ନୂଆ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଜରିଆରେ ଐଶ୍ୱର୍ଯ୍ୟାଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିବ। ଫିଲ୍ମର ଐଶ୍ୱର୍ଯ୍ୟା ନାମ ନନ୍ଦିନୀ ରହିଛି। ମଣିରତ୍ନମଙ୍କ ମଦରାନ ଟକିଜ୍‌ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟର ସେୟାର କରାଯାଇଛି।…

ସ୍କର୍ଟ ପିନ୍ଧି ଐଶ୍ୱର୍ଯ୍ୟାଙ୍କ ଗୀତ ‘ବର୍ଶୋ ରେ ମେଘା ମେଘା’ ଗୀତରେ ନ୍ୟୁୟର୍କ ରୋଡ଼ରେ ନାଚିଲେ ଯୁବକ,…

ଆଜିକାଲି ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ସବୁଠୁ ଭାଇରାଲ ହେଉଛି। ସୋସିଆଲ ମିଡିଆ ଟ୍ରେଣ୍ଡ ଠାରୁ ଆରମ୍ଭ କରି ଏକ ଗୀତ ପାଇଁ ସେମାନଙ୍କର ମେନ୍ କୋରିଓଗ୍ରାଫି ସୃଷ୍ଟି କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଆମେ ଏହାକୁ ଇଣ୍ଟରନେଟରେ ଦେଖୁଛୁ। ତେବେ ବଲିଉଡ ଗୀତରେ ଡ଼ାନ୍ସ କରିବା ପାଇଁ ପ୍ରାୟ…

ରେଡ୍‌ କାର୍ପେଟ୍‌ରେ ଚାଲିଲେ ଐଶ୍ୱର୍ଯ୍ୟା ରାୟ; ଫୁଲରେ ସଜ୍ଜିତ ଗାଉନ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଏହି…

ପୁଣିଥରେ ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ ଆରମ୍ଭ ହୋଇଯାଇଛି। ଏହି ଫେଷ୍ଟ୍‍ର ରେଡ୍‌ କାର୍ପେଟରେ ଭାରତୀୟ ସୁନ୍ଦରୀମାନେ ନିଜର ଜଲଓ୍ଵା ଦେଖାଉଛନ୍ତି। କିନ୍ତୁ ଏଥର ଯେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କ ଏଣ୍ଟ୍ରି ହୋଇଥିଲା, ତ ସବୁ କିଛି ତାଙ୍କ ସାମ୍ନାରେ ଫିକା ପଡ଼ିଯାଇଥିଲା। ସମସ୍ତେ ତାଙ୍କ ଆଡ଼କୁ…