Browsing Tag

aiswariya ray bachhan

ଐଶ୍ୱର୍ଯ୍ୟା ରାୟଙ୍କ ଆରୋଗ୍ୟ କାମନା କଲେ ପୂର୍ବତନ ପ୍ରେମିକ ବିବେକ ଓବରୟ, ଟ୍ଵିଟ୍‌ କରି ହେଲେ ଭାବବିହ୍ଵଳ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରିବାର ଏବେ କରୋନା କବ୍ଜାରେ। ଅମିତାଭ ବଚ୍ଚନଙ୍କ ସମେତ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କର ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି। ସୌଭାଗ୍ୟବଶତଃ ଜୟାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏଣୁ ପୂରା ବଚ୍ଚନ…

ମସ୍ତକରେ ଅଛି ବିଶ୍ୱ ସୁନ୍ଦରୀ ମୁକୁଟ, କିନ୍ତୁ ଚଟାଣରେ ବସି ମା’ଙ୍କ ସହ ଭୋଜନ କରୁଛନ୍ତି ନୀଳନୟନା

ବଲିଉଡ଼ ଆକ୍ଟ୍ରେସ ଐଶ୍ୱରୀୟା ରାୟ ସୋସିଆଲ ମିଡିଆରେ ସେତେଟା ସକ୍ରିୟ ରହୁନଥିଲେ ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ କିନ୍ତୁ ଅଧିକାଂଶ ସମୟରେ ତାଙ୍କ ଫଟୋ ଓ ଭିଡିଓ ଆଦିକୁ ସେୟାର କରିଥାନ୍ତି । ଫ୍ୟାନ୍ସ ମାନଙ୍କ ଭିତରେ ନୀଳ ନୟନା ଭାବେ ପରିଚିତ ଐଶ୍ୱରୀୟା ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀ ଟାଇଟଲ…