ନବବର୍ଷରେ ଫ୍ୟାନ୍ସଙ୍କୁ ଶୁଭେଛା ଜଣାଇଛନ୍ତି କାଜୋଲ ଓ ଅଜୟ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
ଦେଶ ଓ ଦୁନିଆରେ ସମସ୍ତେ ୨୦୨୪ ମସିହାକୁ ବିଦାୟ ଦେଇଛନ୍ତି ଏବଂ ୨୦୨୫ ନବବର୍ଷକୁ ସ୍ବାଗତ କରିଛନ୍ତି । ବଲିଉଡ ଅଭିନେତ୍ରୀ କାଜୋଲ ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷରେ ଫ୍ୟାନ୍ସ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏହାସହ ସୋସିଆଲ ମିଡିଆରେ ସେ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି ।…