‘ସନ୍ ଅଫ୍ ସର୍ଦ୍ଦାର ୨’ର ଟ୍ରେଲର ରିଲିଜ୍, ନୂଆ ଲୁକରେ ନଜର ଆସିଲେ ଅଜୟ
ବଲିଉଡ ବେଶ ଲୋକପ୍ରିୟ ଅଭିନେତା ଅଜୟ ଦେବଗନ । 'ସନ୍ ଅଫ୍ ସର୍ଦ୍ଦାର ୨' ଫିଲ୍ମକୁ ନେଇ ବହୁତ ଦିନ ଧରି ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏବେ ନିର୍ମାତା ଏହାର ଟ୍ରେଲର ରିଲିଜ୍ କରି ପ୍ରଶଂସକମାନଙ୍କୁ ଏକ ଟ୍ରିଟ୍ ଦେଇଛନ୍ତି। ଯାହା ବହୁତ ଶକ୍ତିଶାଳୀ ଏବଂ ସୋସିଆଲ ମିଡିଆରେ ମଧ୍ୟ ହଇଚଇ ସୃଷ୍ଟି…