Browsing Tag

Ajay Devgn

ଅଜୟ ଦେବଗନଙ୍କ ଜନ୍ମ ଦିନରେ ତାଙ୍କ ପୋଲ ଖୋଲିଲେ ପତ୍ନୀ କାଜୋଲ

ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଜୟ ଦେବଗନ୍ ଇଣ୍ଡଷ୍ଟ୍ରିର ଜଣେ ଅଭିଜ୍ଞ ଅଭିନେତା । ଅଜୟ ତାଙ୍କ କ୍ୟାରିୟରରେ ୩୩ ବର୍ଷ ମଧ୍ୟରେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଜୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି । ଆଜି ପର୍ଯ୍ୟନ୍ତ, ଆମେ ସମସ୍ତେ ଅଜୟଙ୍କୁ…

ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ରିଲିଜ୍‌ ହେବାକୁ ଯାଉଛି OTTରେ, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ ‘ସୈତାନ୍‌’ ଆଜିକାଲି ସିନେମା ହଲ୍‌ରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା, ଯାହା ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ମଧ୍ୟ ରହିଛି । ଦର୍ଶକମାନେ ଏହି ଥ୍ରୀଲର ଫିଲ୍ମକୁ…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ’ସୈତାନ୍‌’, ଜାଣନ୍ତୁ ଆଡଭାନ୍ସ ବୁକିଂରେ କଲା କେତେ କଲେକ୍ସନ୍‌ 

ବଲିଉଡ ଅଭିନେତା ଅଜୟ ଦେବଗନ ଖୁବ୍‌ ଶୀଘ୍ର ଏକ ଏପରି ଫିଲ୍ମ ସହିତ ସିନେମା ହଲ୍‌କୁ ଆସିବାକୁ ଯାଉଛନ୍ତି, ଯାହାକୁ ଦେଖିବା ପରେ ସମସ୍ତଙ୍କ ମନରେ ଏକ ପ୍ରକାରର ଭୟ ଆସିପାରେ । ତେବେ ଏହି ଫିଲ୍ମର କିଛି ଦିନ ପୂର୍ବର ଝଲକ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଜୟ ଦେବଗନ୍‌ ଓ ଆର ମାଧବନ ଏକାଠି…

ବକ୍ସ ଅଫିସରେ ଧୂଆଁଦାର ଆୟ କରୁଛି ‘ଦ୍ରିଶ୍ୟମ ୨’, ୧୦୦ କୋଟି କ୍ଲବରେ ଖୁବଶୀଘ୍ର ହେବ ସାମିଲ

ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ୟମ ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ସସପେନ୍ସ କ୍ରାଇମ ଥ୍ରୀଲର ଫିଲ୍ମ ୧୮ ନଭେମ୍ବରରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ହେବାର ୫ ଦିନ ହୋଇଗଲାଣି। ଆଉ ଫିଲ୍ମ ନିଜ ବଜେଟ ଠାରୁ ଅଧିକ ଆୟ କରିସାରିଲାଣି। ଫିଲ୍ମଟି ଏପର୍ଯ୍ୟନ୍ତ ୮୭ କୋଟି…

ନିଜ ଝିଅକୁ ବଞ୍ଚାଇବା ପାଇଁ ଏମିତି କାଣ୍ଡ ରଚିଥିଲେ ଅଜୟ ଦେବଗନ, ଭିଡିଓରେ ସ୍ୱୀକାର କଲେ ଦୋଷ

ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ୍ରିଶ୍ୟମ ୨’ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ପ୍ରଥମ ଭାଗ ‘ଦ୍ରିଶ୍ୟମ’ର ସସପେନ୍ସ ଏବଂ ଥ୍ରୀଲର କାହାଣୀ ଉପରେ ଏପର୍ଯ୍ୟନ୍ତ ପରଦା ଉଠିନଥିବା ବେଳେ ଦ୍ରିଶ୍ୟମ ୨ରେ ବିଜୟ ସଲଗାଓ୍ଵଙ୍କର(ଅଜୟ ଦେବଗନ)ଙ୍କ ରାଜରୁ ପରଦା ଉଠିବ। ରିଲିଜ ହୋଇଥିବା ଟ୍ରେଲରରେ…

ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ଜିତିବା ପରେ ଅଜୟ ଦେବଗନଙ୍କୁ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରୋହିତ ସେଟ୍ଟୀ

ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ ଘୋଷଣା ହେବା ପରେ ବଲିଉଡ ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ପୁରସ୍କାର ପାଇଛନ୍ତି। ଅଜୟ ଦେବଗନ ଫିଲ୍ମ ‘ତାନାଜୀ: ଦ ଅନସଂଗ ଓ୍ଵାରିଅର’ ପାଇଁ ଏହି ଆଓ୍ଵାର୍ଡ ଜିତିଛନ୍ତି। ଅଜୟ ଦେବଗନ ଏହି ପୁରସ୍କାର ପାଇବା ପରେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି।…

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ୍‌ ଓ ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର,…

ନୂଆଦିଲ୍ଲୀ: ଘୋଷଣା ହେଲା ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦। ଚଳିତ ବର୍ଷ ବେଷ୍ଟ ବୁକ ଅନ୍ ସିନେମା ଭାବେ ‘କାଲି ପାଇଁ କାଲିର ସିନେମା’ ବିବେଚିତ ହୋଇଛି। ଏଥିପାଇଁ ସୂର୍ଯ୍ୟ ଦେଓଙ୍କୁ ମିଳିବ ଜାତୀୟ ପୁରସ୍କାର। ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’…

‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଜବାବ ଦେଲେ ସୁନୀଲ ସେଟ୍ଟି, କହିଲେ : ‘ଭାଇ ତୁ…

'ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ କିଛି ମାସ ପୂର୍ବେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡର ପ୍ରମୋସନ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା, ଏହା ପରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କ ନିକଟରେ କ୍ଷମା…

ଫିଲ୍ମ ଓ ଭାଷାକୁ ନେଇ ଟ୍ୱିଟର ଓ୍ୱାର, ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା ଥିଲା ଅଛି ଓ ଆଗକୁ ରହିବ…

ତେଜିଲା ହିନ୍ଦୀ ଭାଷା ବିବାଦ । ବଲିଉଡ ଷ୍ଟାର ଅଜୟ ଦେବଗନ ଓ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ବିରୋଧରେ ଟ୍ଵିଟରରେ ଚାଲିଛି ଲଢ଼େଇ । ଏହି ପ୍ରସଙ୍ଗରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ବହୁ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି । ଅଜୟ ଦେବଗନ ଓ କର୍ଣ୍ଣାଟକର ବିଭିନ୍ନ ରାଜନୈତିକ ଦଳର ନେତାମାନେ…