କାହିଁକି ଧର୍ମଧ୍ବଜାରେ ଖୋଦିତ ହୋଇଛି ଏହି ପବିତ୍ର ପ୍ରତୀକ, ଜାଣନ୍ତୁ ମହତ୍ତ୍ବ
ବେଦମନ୍ତ୍ର ଉଚ୍ଚାରଣରେ ଉଡ଼ିଲା ଧର୍ମଧ୍ବଜା । ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଅଯୋଧ୍ୟା । ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଚୂଡ଼ାରେ ସ୍ଥାପନ ହୋଇଯାଇଛି ଧର୍ମଧ୍ୱଜା । ଏହା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାମଲାଲାଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା…