Browsing Tag

ajodhya

ଆଜି ଅଯୋଧ୍ୟା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମ କୋର୍ଟ, ୧.୪୦ମିନିଟରେ ବିଚାରପତିଙ୍କ ଚାମ୍ବରରେ ହେବ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମ କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ପିଟିସନ ଶୁଣାଣି ଯୋଗ୍ୟ ହେବ କି ନାହିଁ, ସେ ନେଇ ଶୁଣାଣି କରିବେ। ମଧ୍ୟାହ୍ନ ଗୋଟାଏ ୪୦ମିନିଟରେ…

ବାବ୍ରୀ ମସଜିଦ୍‌ ଭାଙ୍ଗିବା ଘଟଣାକୁ ଆସନ୍ତାକାଲିକୁ ପୂରୁଛି ୨୭ ବର୍ଷ, ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି

କେନ୍ୟୁଜ୍(ବ୍ୟୁରୋ): ବାବ୍ରୀ ମସଜିଦ୍‌ ଭାଙ୍ଗିବା ଘଟଣାକୁ ଆସନ୍ତାକାଲି ୨୭ ବର୍ଷ ପୂରୁଛି। ଏହା ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ରାୟ ପୂର୍ବରୁ ଯେଭଳି ସୁରକ୍ଷା ବ୍ୟବସ୍ଥା ହୋଇଥିଲା ଠିକ୍‌ ଅନୁରୂପ ଭାବେ…

ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍‌! ଥଣ୍ଡାରୁ ମୁକ୍ତି ଦେବା ପାଇଁ ନଗର ନିଗମ ନେଲା ଏଭଳି ନିଷ୍ପତ୍ତି

ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ପରେ ଆଯୋଧ୍ୟାରେ ଗୋଟିଏ ପଟେ ରାମମନ୍ଦିର ନିର୍ମାଣର ବାଟ ଫିଟିଯାଇଥିବା ବେଳେ ଅନ୍ୟପଟେ ଗାଈଙ୍କ ଲାଗି ବଡ଼ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ଥଣ୍ଡାକୁ ମୁକ୍ତି ଦେବା ପାଇଁ ଏଠାକାର ନଗର ନିଗମ କୋଟ୍‌ ପିନ୍ଧାଇବାକୁ ପ୍ରସ୍ତୁତି ଚଳାଇଛି। ଅଯୋଧ୍ୟାରେ ରାମମନ୍ଦିର…

ବିଦେଶୀ ଗଣମାଧ୍ୟମର ଶିରୋନାମା ପାଲଟିଲା ଅଯୋଧ୍ୟା ରାମ ମନ୍ଦିରର ରାୟ

କେନ୍ୟୁଜ୍(ବ୍ୟୁରୋ):  ଅଯୋଧ୍ୟାକୁ ନେଇ ଆସିଛି ସୁପ୍ରିମ ନିଷ୍ପତ୍ତି । ୭୦ ବର୍ଷର ଆଇନଗତ ଲଢେଇରେ ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ୨.୭୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର । ସେପଟେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଅନ୍ୟ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ…

ପ୍ରତିକ୍ଷାର ଅନ୍ତ, ଆସନ୍ତାକାଲି ଆସିବ ଆଯୋଧ୍ୟା ରାୟ

କେନ୍ୟୁଜ୍(ବ୍ୟୁରୋ):   ସୁରକ୍ଷା ବଳୟରେ ଅଯୋଧ୍ୟା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ଟେମ୍ପୁଲ ସିଟିରେ ସୁରକ୍ଷା କଡ଼ାକଡ଼ି । ମୁତୟନ ହୋଇଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ରାଜ୍ୟ ପୋଲିସ ସହ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ପହଞ୍ଚିଛନ୍ତି । ଆସନ୍ତା ସପ୍ତାହରେ…

ସାଢେ ପାଞ୍ଚ ଲକ୍ଷ ମାଟି ଦୀପରେ ଆଲୋକିତ ଅଯୋଧ୍ୟା, ସରୁଜୁ ନଦୀ ତଟରେ ମଧ୍ୟ ଦୀପ ପ୍ରଜ୍ୱଳନ

କେନ୍ୟୁଜ୍ (ବ୍ୟୁରୋ):    ଅଯୋଧ୍ୟାରେ ଅଦ୍ଭୁତ ଦିପାବଳୀ । ସାଢେ ପାଞ୍ଚ ଲକ୍ଷ ମାଟି ଦୀପରେ ଆଲୋକିତ ହୋଇଛି ଉତ୍ତର ପ୍ରଦେଶର ରାମ ଜନ୍ମଭୂମି ଅଯୋଧ୍ୟା । ଏକା ସଙ୍ଗେ ଜଳିଛି ଏତେ ପରିମାଣର ଦୀପ। ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଦୀପୋତ୍ସବରେ ସାମିଲ ହୋଇ ଦୀପ…

ଅଯୋଧ୍ୟା ହିଁ ଶ୍ରୀରାମଙ୍କ ଜନ୍ମଭୂମି, ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଛି ଏ ସଂପର୍କିତ ଐତିହାସିକ ଓ ଭୂତତ୍ୱ…

ବିବାଦୀୟ ଜମିରେ ଶ୍ରୀରାମଙ୍କ ମନ୍ଦିର ଥିଲା । ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଛି ଏ ସଂପର୍କିତ ଐତିହାସିକ ଓ ଭୂତତ୍ୱ ସମ୍ବଳିତ ପ୍ରମାଣ। ସ୍କନ୍ଦ ପୁରାଣଠାରୁ ଆରମ୍ଭ କରି ବିଶିଷ୍ଟ ବ୍ରିଟିଶ ଐତିହାସିକଙ୍କ ଏ ସଂପର୍କିତ ଲେଖା କୋର୍ଟରେ ଉପସ୍ଥାପିତ ହୋଇଛି । ବୁଧବାର ଅଯୋଧ୍ୟା ଜମି ବିବାଦ…