ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନର ହାତ ବଢ଼ାଇଲା ଶିରୋମଣି ଅକାଳୀ ଦଳ
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳୀ ଦଳ ନିଜ ସମର୍ଥନ ଜଣାଇଛି । ଆଜି ଅପରାହ୍ନ ସମୟରେ ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କଲା ଦଳ । କହିରଖିବା ଉଚିତ ହେବକି ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିଲା ଶିରୋମଣି ଅକାଳୀ ଦଳ । କିନ୍ତୁ ଆଗକୁ…