Browsing Tag

akasa airlines

ବଢିବ ପ୍ରତିଯୋଗିତା, Akasa Air ଦେଲା ୧୫୦ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ଅର୍ଡର

ଘରୋଇ ଏୟାରଲାଇନ୍ସ କମ୍ପାନୀ ଆକାଶା ଏୟାର ୧୫୦ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ପାଇଁ ଅର୍ଡର ଦେଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ଅପରେସନକୁ ବିସ୍ତାର କରିବା ପାଇଁ କମ୍ପାନୀ ଏହି ଅର୍ଡର ଦେଇଛି । ଖବର ମୁତାବକ, ନୂଆ ବିମାନ ଆସିବା ଯୋଗୁଁ କମ୍ପାନୀ ଘରୋଇ ଏବଂ…

ଛଟେଇ ମଧ୍ୟରେ ଯୁବପିଢିଙ୍କୁ ଖୁସି ଖବର ଦେଲା ଆକାଶ ଏୟାର, ଆଗାମୀ ବର୍ଷ ମଧ୍ୟରେ ୧୦୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି

ଭାରତ ସମତେ ଦୁନିଆର ଅନେକ ସ୍ଥାନରେ କର୍ମଚାରୀ ଛଟେଇ ଚାଲିଥିବା ବେଳେ ଯୁବପିଢିଙ୍କୁ ଖୁସିଖବର ଦେଇଛି ଆକାର ଏୟାର କମ୍ପାନୀ । ଆକାଶ ଏୟାର କମ୍ପାନୀ ବଡ ଧରଣର ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । କମ୍ପାନୀ ୨୦୨୪ ବେଳକୁ ପାଖାପାଖି ୧୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ । ଏହାସହିତ…

ଭୁବନେଶ୍ୱରକୁ ୧୬ ତମ ଗନ୍ତବ୍ୟ ସ୍ଥଳ ଭାବେ ଯୋଡିଲା ‘ଆକାଶ ଏୟାର ଲାଇନ’ ଏବେ ସିଧା ଏହିଠାରୁ ଉଡାଣ ଭରିବ

ଚେନ୍ନାଇ: ଭାରତର ନୂତନ ବିମାନ କମ୍ପାନୀ ଆକାଶ ଏୟାର ଲାଇନ ଏହାର ଦ୍ରୁତଗତିରେ  ବଢୁଥିବା  ନେଟୱାର୍କରେ ଭୁବନେଶ୍ୱରକୁ ୧୬ ତମ ଗନ୍ତବ୍ୟ ସ୍ଥଳ ଭାବରେ ଯୋଡିବାକୁ ଘୋଷଣା କରିଛି। ଏହି ବିମାନ ପୁନେ-ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ୧୭ ଏପ୍ରିଲ ୨୦୨୩ରୁ ସମୁଦାୟ ୧୪ଟି ସାପ୍ତାହିକ…