ମୁକେଶ ଅମ୍ବାନୀଙ୍କ ପରିବାରରେ ପୁଣି ଖୁସିର ଲହରୀ, କନ୍ୟା ସନ୍ତାନ ଜନ୍ମ ଦେଲେ ବୋହୂ ଶ୍ଲୋକା ଅମ୍ବାନୀ
ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ଖୁସିର ଲହରୀ ଖେଳିଛି। ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ପୁଣିଥରେ ବାପା ହୋଇଛନ୍ତି। ଆକାଶଙ୍କ ପତ୍ନୀ ଶ୍ଲୋକା ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦୁହେଁ ଦ୍ୱିତୀୟ ଥର ପାଇଁ…