ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ
କଟକ : ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଏବେ କଳାବିକାଶ କେନ୍ଦ୍ରର ସମ୍ପାଦକ ମଧ୍ୟ ଥିଲେ ।
ଗତକାଲି ସେ ଭୁବନେଶ୍ୱର ଯାଇ କଟକ…