Browsing Tag

akhandalamani temple

ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ଓ ବାବା ଲୋକନାଥଙ୍କ ପୀଠ

ପୁରୀ / ଭଦ୍ରକ (କେନ୍ୟୁଜ): ଆଜି ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଭୋର ୪ଟା ୩୦ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯାଇ ପ୍ରଥମେ ମଙ୍ଗଳ ଆରତୀ ପରେ କନିକା ରାଜା ଓ ପାଳିଆ…

ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ, ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ

ଭଦ୍ରକ (କେନ୍ୟୁଜ): ଦିନକ ପରେ ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି ଆରଡିର ପୀଠରେ । ପୂବରୁ ଜିଲ୍ଲା ପ୍ରଶସାନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ଜିଲ୍ଲାସ୍ତରୀୟ ବୈଠକ…

ବାବାମଣୀଙ୍କୁ ଏକ କୁଇଣ୍ଟାଲ୍ ୨୬କେଜି ଓଜନର ରୂପା ଛାଉଣୀ ଦାନ କଲେ ଭକ୍ତ

ଚାନ୍ଦବାଲି(କେନ୍ୟୁଜ): ବିଶ୍ୱାସ । ଯାହାକୁ ନେଇ ଚାଲିଛି ଏହି ସଂସାର ରଥ । ଜୀବନର ଚଲା ପଥରେ ବିଶ୍ୱାସ ହିଁ ମଣିଷକୁ ଆକୃଷ୍ଟ କରିଥାଏ ଭଗବତ୍ ବିଶ୍ୱାସ ପ୍ରତି । ସେଥିପାଇଁ ତ ଭକ୍ତଟିଏ ନିଜର ସବୁକିଛିକୁ ପଛରେ ପକାଇ ଛୁଟି ଆସିଥାଏ ତା’ର ସେହି ପ୍ରୀୟ ଭଗବାନଙ୍କ ନିକଟକୁ । ଆଉ ଭଗବାନଙ୍କ ପାଦ…

ଆଖଣ୍ଡଳମଣୀ ପୀଠରେ ଅଘଟଣ : ୨୦ ଫୁଟ ତଳକୁ ଧସିଲା ଡ୍ରେନ୍ ଓ ସୁରକ୍ଷା ପାଚେରୀ

ଚାନ୍ଦବାଲି (କେନ୍ୟୁଜ): ଆରଡି ଆଖଣ୍ଡଳମଣୀ ପୀଠରେ ୨୦ ଫୁଟ ତଳକୁ ଧସିଲା ଡ୍ରେନ୍ ଓ ସୁରକ୍ଷା ପାଚେରୀ । ଗତକାଲି ବିଳମ୍ବିତ ରାତିରେ ଆଖଣ୍ଡଳମଣୀ ପୀଠରେ ଶିବଗଙ୍ଗା ପୋଖରୀକୁ ଲାଗି ଥିବା ଏକ ୪୦ ଫୁଟ ଲମ୍ୱର ଡ୍ରେନ ଓ ତାର ସୁରକ୍ଷା ପାଚେରୀ ୨୦ ଫୁଟ ତଳକୁ ଧସିଯାଇଛି । ଫଳରେ ପୋଖରୀ ପାଖ ରାସ୍ତା…

ବାବା ଆଖଣ୍ଡଳମଣିଙ୍କ ପୀଠରେ କାହିଁକି ପାଳନ ହୁଏ ଜନ୍ମାଷ୍ଟମୀ, ଜାଣନ୍ତୁ

ଓଡ଼ିଶା ବିବିଧ ପରମ୍ପରାର ରାଜ୍ୟ। ଯେଉଁଠି ପାଳିତ ହୁଏ ବାର ମାସରେ ତେର ପର୍ବ। କେବଳ ହିନ୍ଦୁ କାହିଁକି ଏଠାରେ ମୁସଲମାନ ତଥା ଖ୍ରୀଷ୍ଟିୟାନ ଧର୍ମର ପର୍ବକୁ ମଧ୍ୟ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ତେବେ ହିନ୍ଦୁ ଧର୍ମରେ ତ ଅନେକ ଦେବଦେବୀ , ଆଉ ତା ସହ ଯୋଡ଼ି ହୋଇ ରହିଛି ବିଭିନ୍ନ ପର୍ବ…