Browsing Tag

akhandalamani

ବାବାମଣୀଙ୍କୁ ଏକ କୁଇଣ୍ଟାଲ୍ ୨୬କେଜି ଓଜନର ରୂପା ଛାଉଣୀ ଦାନ କଲେ ଭକ୍ତ

ଚାନ୍ଦବାଲି(କେନ୍ୟୁଜ): ବିଶ୍ୱାସ । ଯାହାକୁ ନେଇ ଚାଲିଛି ଏହି ସଂସାର ରଥ । ଜୀବନର ଚଲା ପଥରେ ବିଶ୍ୱାସ ହିଁ ମଣିଷକୁ ଆକୃଷ୍ଟ କରିଥାଏ ଭଗବତ୍ ବିଶ୍ୱାସ ପ୍ରତି । ସେଥିପାଇଁ ତ ଭକ୍ତଟିଏ ନିଜର ସବୁକିଛିକୁ ପଛରେ ପକାଇ ଛୁଟି ଆସିଥାଏ ତା’ର ସେହି ପ୍ରୀୟ ଭଗବାନଙ୍କ ନିକଟକୁ । ଆଉ ଭଗବାନଙ୍କ ପାଦ…

ଗାଈଟିଏ କଥାଟିଏ : ମନ୍ଦିର ପାହାଚ ଉପରେ ଆଣ୍ଡୁମାଡ଼ି ଠିଆ ହୋଇଥିଲା ଗାଈ

ଏ କାହାଣୀଟିକୁ ଆପଣମାନେ କିଭଳି ନେବେ ଜଣା ନାହିଁ । ହେଲେ ଯାହା ଦେଖିଲୁ ସେଥିରୁ କିଛି ଏମିତି ଅନୁମାନ କଲୁ । ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ପୀଠ । ଶନିବାର ଦିନ ଗାଈଟିଏ ଠିଆ ହୋଇଥାଏ ଠିକ୍‌ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ଦୁଆରେ । ଯେମିତି ଶଙ୍କରଙ୍କ ବାହନ…

ଚଳଚଞ୍ଚଳ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ: ଆଜି ମଙ୍ଗନ, ଆସନ୍ତାକାଲି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ଚାନ୍ଦବାଲି(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ଆରଡି ପୀଠ । ଆଜି ମଙ୍ଗନ,ଆସନ୍ତାକାଲି ଦେବ ଦମ୍ପତି ବିବାହ ଉତ୍ସବ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସକାଳୁ ସକାଳୁ ଉଭୟ ବର ଓ କନିଆ କର୍ତ୍ତା ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ନିଜ…