ଅକ୍ଷରଧାମ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ, ପତ୍ନୀଙ୍କ ସହ ଭଗବାନ ସ୍ୱାମୀ ନାରାୟଣଙ୍କର କଲେ ଦର୍ଶନ
ନୂଆଦିଲ୍ଲୀ : ଜି-୨୦ ବୈଠକରୁ ଅବସର ନେଇ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ…