Browsing Tag

akshay kumar

ବକ୍ସ ଅଫିସରେ କମାଲ, ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୂତ ବଙ୍ଗଳା’

ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ବଙ୍ଗଳା’ କମାଲ୍ କରୁଛି । ଅକ୍ଷୟ କୁମାର ଏବଂ ଭାମିକା ଗବ୍ବି ଷ୍ଟାରର୍ ଏହି ହରର-କମେଡି ଫିଲ୍ମ ଜବରଦସ୍ତ ଓପନିଂ କରିଛି । ଫିଲ୍ମଟି ରଣବୀର ସିଂଙ୍କ ଧୁରନ୍ଧରକୁ କଡ଼ା ଟକ୍କର ଦେଇଛି । ‘ଭୂତ ବଙ୍ଗଳା’ ସାରା ବିଶ୍ୱରେ ୧୦୦…

ଶାଶୁ ସହିତ ମହାକାଳଙ୍କୁ ଦର୍ଶନ କଲେ ଅକ୍ଷୟ କୁମାର, ସମସ୍ତଙ୍କ ପାଇଁ କଲେ ପ୍ରାର୍ଥନା

ବଲିଉଡର ଖିଲାଡି କୁମାରଙ୍କ ଅପକମିଂ ଫିଲ୍ମ ଭୂତ ବଙ୍ଗଲାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଅକ୍ଷୟ କୁମାର ଆଧ୍ୟାତ୍ମିକ ଅନ୍ଦାଜରେ ଉଜ୍ଜୈନରେ ପହଞ୍ଚିଛନ୍ତି । ଅକ୍ଷୟ କୁମାର ଶାଶୁ ଡିମ୍ପଲ କପାଡିଆ ସହିତ ମହାକାଳ ମନ୍ଦିର ଦର୍ଶନ କରିଛନ୍ତି । ଅକ୍ଷୟ କୁମାର ମହାକାଳଙ୍କ ଦର୍ଶନ…

ଅଭିଷେକ ଶର୍ମାଙ୍କୁ ଅଟୋଗ୍ରାଫ ମାଗିଲେ ଅକ୍ଷୟ କୁମାର, ଅଭିଷେକ ରଖିଲେ ଏମିତି ଜବାବ

ଅଭିଷେକ ଶର୍ମାଙ୍କୁ ଅଟୋଗ୍ରାଫ ମାଗିଲେ ଅକ୍ଷୟ କୁମାର । ବଲିଉଡର ନମ୍ବର ୧ ଖିଲାଡି ଇଣ୍ଡିଆ ଟୁଡେର କନକ୍ଲେଭ ୨୦୨୬ରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଯୋଗ ଦେଇଥିଲେ । ଏଠାରେ ଅକ୍ଷୟ କୁମାର ଏବଂ ଅଭିଷେକ ଶର୍ମାଙ୍କ ଯୁଗଳବନ୍ଦୀ ଦେଖିବାକୁ…

ଆଜି ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଭୂତ ବଙ୍ଗଳା’ ର ଟିଜର, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଅକ୍ଷୟ କୁମାରଙ୍କ ଅପକମିଙ୍ଗ ହରର-କମେଡି ଫିଲ୍ମ ‘ଭୂତ ବଙ୍ଗଳା’ ବହୁତ ଚର୍ଚ୍ଚାରେ ରହିଛି । ପ୍ରଶଂସକମାନେ ଫିଲ୍ମକୁ ନେଇ ପୂର୍ବରୁ ଉତ୍ସାହିତ ଅଛନ୍ତି । ଏବେ ଖବର ଆସିଛି ଯେ ଏହାର ଟିଜର ମାର୍ଚ୍ଚ ୯ ତାରିଖ ଅର୍ଥାତ୍ ଆଜି ରିଲିଜ୍ ହେବ । ଫିଲ୍ମଟି ଏପ୍ରିଲ ୧୦ ତାରିଖରେ ସିନେମା ହଲରେ ଆସିବାର…

‘ଭୂତ ବଙ୍ଗଲା’ ସେଟ୍ ହେଲା କ୍ରିକେଟ ଗ୍ରାଉଣ୍ଡ, ଶିଖର ଧୱନଙ୍କ ସହିତ ଖେଳିଲେ ମ୍ୟାଚ୍ ଅକ୍ଷୟ କୁମାର

ଦୀର୍ଘ ୧୪ ବର୍ଷ ପରେ ବଲିଉଡର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଯୋଡି ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ପୁଣିଥରେ ଏକାଠି ପରଦାକୁ ଫେରୁଛନ୍ତି । ଅକ୍ଷୟ ଏବଂ ପ୍ରିୟଦର୍ଶନ ଏକାସାଥିରେ ହିନ୍ଦୀ ସିନେମାକୁ ବହୁତ ବଢିଆ କମେଡି ଫିଲ୍ମ ଦେଇଛନ୍ତି । ଆଉ ଏବେ ଦୁହେଁ ପୁଣିଥରେ ହରର କମେଡି ଫିଲ୍ମ ଭୂତ…

୨୦ ବର୍ଷ ପରେ ଏକାଠି ନଜରରେ ଆସିବେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ, ଖ୍ରୀଷ୍ଟମାସ ଉପଲକ୍ଷ ଫିଲ୍ମର ଟିଜର ସେୟାର କଲେ…

ଅକ୍ଷୟ କୁମାର ରିଲିଜ୍ କଲେ ୱେଲକମ୍ ଟୁ ଦି ଜଙ୍ଗଲର ଟିଜର, ଫ୍ୟାନ୍ସମାନଙ୍କୁ ଦେଲେ ଫେଷ୍ଟିଭ୍ ଟ୍ରିଟ୍ । ଆଜି ଖ୍ରୀଷ୍ଟମାସରେ ରିଲିଜ୍ ହୋଇଥିବା ଏହି ଟିଜରରେ କଳାକାରଙ୍କ ଶୁଭେଚ୍ଛା ରହିଛି ଏବଂ ଏହା ୨୦୨୬ ମଧ୍ୟଭାଗରେ ଥିଏଟରରେ ରିଲିଜ୍ ହେବାର ନିଶ୍ଚିତ ମଧ୍ୟ କରିଛନ୍ତି । ଅକ୍ଷମକୁମାର ଏତେ ବଡ଼…

ଭୁବନେଶ୍ବରରେ ଖିଲାଡ଼ି କୁମାର, ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର

ଭୁବନେଶ୍ବରରେ ଖିଲାଡ଼ି କୁମାର ।  ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ।  ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା ।  ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ ଏଟାରେ ସେ କିଛି…

୫୮ ବର୍ଷ ବୟସରେ ପାଦ ରଖିଲେ ଅକ୍ଷୟ କୁମାର, ଖିଲାଡିଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ହାପି ବର୍ଥ ଡେ ଅକ୍ଷୟ କୁମାର। ଆଜି ଖିଲାଡିଙ୍କ ୫୮ ତମ ଜନ୍ମଦିନ। ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆକ୍ସନ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚଳଚ୍ଚିତ୍ରରେ ଅକ୍ଷୟ କୁମାର ତାଙ୍କର ଅଭିନୟ ଦକ୍ଷତା ଦେଖାଇଛନ୍ତି । ଅକ୍ଷୟ କୁମାରଙ୍କୁ…

ପଞ୍ଜାବ ବନ୍ୟା ପ୍ରପୀଡିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଅକ୍ଷୟ କୁମାର, କହିଲେ- ‘ଏହା ଦାନ ନୁହେଁ ବରଂ ସେବା’

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଝଲକ । ସେ ପୁଣିଥରେ ଦେଖାଇ ଦେଇଛନ୍ତି ଯେ ତାଙ୍କୁ ବଲିଉଡର ସବୁଠାରୁ ଦୟାଳୁ ଅଭିନେତାମାନଙ୍କ ମଧ୍ୟରୁ ଜଣେ କାହିଁକି କୁହାଯାଏ । ବର୍ତ୍ତମାନ, ପଞ୍ଜାବ ଭୟଙ୍କର ବନ୍ୟାର ସମ୍ମୁଖୀନ ହେଉଛି । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

ସବୁଦିନ ନୂଆ ରେକର୍ଡ କରୁଛି ‘ହାଉସଫୁଲ ୫ ‘

ବଲିଉଡର ଖିଲାଡି ଭାବେ ଅକ୍ଷୟ କୁମାର ବେଶ ଜଣାଶୁଣା । ଆଜିକାଲି ସେ ନିଜର ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ।  ଚଳିତବର୍ଷ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମଗୁଡ଼ିକ ଭଲ ରହିଥିଵା କରୁଥିବା ବେଳେ ଅକ୍ଷୟ ଗୋଟିଏ ନୁହେଁ ବରଂ ଦୁଇଟି ବଡ଼ ହିଟ୍ ଦେଇଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ତାଙ୍କ କମେଡି…

ଖୁବଶୀଘ୍ର ପୁଣିଥରେ ବଡ଼ ପରଦାରେ ରିଲିଜ ହେଉଛି ଫିଲ୍ମ ଧଡ଼କନ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ ଓ ସୁନୀଲ

ଧଡକନ ସିନେମା ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ମସିହାରେ ସିନେମାହଲରେ ରିଲିଜ୍ ହୋଇଥିଲା ଫିଲ୍ମ ଧଡକନ ।  ଏହି ଫିଲ୍ମକୁ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ହୋଇଥିବା ଏକ ସଫଳ ପ୍ରେମ କାହାଣୀ । ପୁଣି ଥରେ ଏହି ଫିଲ୍ମ ଦୀର୍ଘ ୨୫ ବର୍ଷ ପରେ ସିନେମା ହଲରେ ଆସିବାକୁ ଯାଉଛି । ଏହି…

‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ, ଟିଜର ଦେଖି ଦର୍ଶକ ଭାବବିହ୍ବଳ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ ହୋଇଛି । ଯାହାର ଟିଜର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ‘କେଶରୀ ଚାପ୍ଟର ୨’  ଦି ଅନଟୋଲ୍ଡ ଷ୍ଟୋରୀ ଜାଲିୱାନାବାଗ୍ ସମ୍ବନ୍ଧୀୟ କାହାଣୀ । ଯେଉଁ କାହାଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ।  …