Browsing Tag

akshay kumar

ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମରେ ସ୍କ୍ରିନ ସେୟାର କରିବେ ଏହି ଅଭିନେତ୍ରୀ, ଇନଷ୍ଟାରେ ସେୟାର କଲେ ଖୁସି

ଅଭିନେତା ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ‘ବେଲ୍ ବଟମ୍’ ପାଇଁ ଅନେକ ଦିନରୁ ଅଭିନେତ୍ରୀ ଖୋଜା ଚାଲିଥିଲା। ଏବେ ଅକ୍ଷୟଙ୍କୁ ତାଙ୍କ ଫିଲ୍ମ ପାଇଁ ହିରୋଇନ ମିଳିଯାଇଛି । ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ୩୧ ବର୍ଷୀୟ ଅଭିନେତ୍ରୀ ବାଣୀ କପୁର । ବାଣୀ ନିଜେ ଇନଷ୍ଟା…

ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ…

୨୬୦ କୋଟିର ଘରୋଇ ଜେଟ୍‌ ଠାରୁ ଆଲିଶାନ୍‌ ବଙ୍ଗଳା, ଏପରି ୫ଟି ମୂଲ୍ୟବାନ ଜିନିଷର ମାଲିକ ହେଉଛନ୍ତି ଅକ୍ଷୟ କୁମାର

ବଲିଉଡ୍‌ରେ ଭିନ୍ନ ଭିନ୍ନ କଳାକାରଙ୍କର ଭିନ୍ନ ଭିନ୍ନ ସଉକ ରହିଛି । ତେବେ ଅଭିନେତା ଅକ୍ଷୟ କୁମାର ସମସ୍ତଙ୍କ ଠାରୁ ଟିକିଏ ନିଆରା । ତାଙ୍କର ସୈାଖିନ ଜୀବନ ଯାପନ ପ୍ରଣାଳୀ ଦେଖିଲେ ଯେ କେହି ତାଙ୍କୁ ଜଣେ ସୈାଖିନ ବ୍ୟକ୍ତି ଭାବରେ କହିବାକୁ ଭୁଲ୍‌ କରିବ ନାହିଁ । ଏକ ସାଧାରଣ…

ଅକ୍ଷୟଙ୍କ ସର୍ଟ ଫିଲ୍ମ ରିଲିଜ୍, ଜଣାଇଲେ ଅନଲକ୍ ପରେ ବାହାରକୁ ବାହାରିବେ କିପରି

ସମଗ୍ର ଦେଶରେ କରୋନା ଭାଇରସର ପ୍ରଭାବ ବଢିବା କାରଣରୁ ଲକଡାଉନ୍ ବଢିବାରେ ଲାଗିଛି। ଏନେଇ ଫିଲ୍ମ ଏବଂ ଧାରାବାହିକର ସୁଟିଂ ମଧ୍ଯ ବନ୍ଦ ହୋଇଯାଇଛି। କିନ୍ତୁ ଲକଡାଉନ ମଧ୍ଯରେ ବଲିଉଡ ଖିଲାଡି ଅର୍ଥାତ ଅକ୍ଷୟ କୁମାର ଏକ ସର୍ଟ ଫିଲ୍ମର ସୁଟିଂ କରିସାରିଛନ୍ତି, ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି।…

ଭଉଣୀଙ୍କ ପାଇଁ ଫ୍ଲାଇଟ୍‌ ବୁକ୍‌ କରିବା ଖବରକୁ ଖଣ୍ଡନ କଲେ ଖୋଦ୍‌ ଅକ୍ଷୟ କୁମାର, କହିଲେ ଏହା ସମ୍ପୂର୍ଣ୍ଣ ମିଛ

କରୋନା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ବଲିଉଡ୍‌ ଆକ୍ଟର ଅକ୍ଷୟ କୁମାର ବେଶ୍‌ ଚର୍ଚ୍ଚାରେ ରହିଥିଲେ। କେତେବେଳେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତ ଆଉ କେତେ ବେଳେ ସରକାରଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ ଅକ୍ଷୟ। ନିକଟରେ ଅକ୍ଷୟ ଭଉଣୀଙ୍କ ପାଇଁ ଫ୍ଲାଇଟ୍‌ ବୁକିଂ…

ଏବେ ଫିଲ୍ମ ହଲ୍‌ ନୁହେଁ ଏଠାରେ ଦେଖିପାରିବେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’, ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ…

ବଲିଉଡରେ ଅକ୍ଷୟ କୁମାରଙ୍କ ନାମ ଖିଲାଡି କୁମାର କେବଳ ଫିଲ୍ମ ‘ଖିଲାଡୀ’ ପାଇଁ ରଖାଯାଇନାହିଁ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁ ଖେଳରେ ପାରଙ୍ଗମ ବୋଲି ତାଙ୍କ ନାମ ଖିଲାଡି କୁମାର ରଖାଯାଇଛି। ଚଳିତବର୍ଷ ତାଙ୍କ ଫିଲ୍ମ ସୂର୍ଯ୍ୟବଂଶୀ, ଲକ୍ଷ୍ମୀବମ୍‌, ପୃଥ୍ଵୀରାଜ ଏବଂ ବଚ୍ଚନ ପାଣ୍ଡେ ରିଲିଜ ହେବାର…

ଭଉଣୀ ପାଇଁ ଫ୍ଲାଇଟ୍ ବୁକ୍ କଲେ ଅକ୍ଷୟ କୁମାର, ମୁମ୍ବାଇରୁ ପହଞ୍ଚିଲେ ଦିଲ୍ଲୀ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ନିଜର ଅହମ ବଳିଦାନ ପାଇଁ ଖୁବ୍ ଲୋକପ୍ରିୟ। ସେ କୃଷକଙ୍କୁ ସାହାଯ୍ଯ କରିବା ହେଉ କିମ୍ବା କରୋନା ଭାଇରସ ପୀଡିତଙ୍କୁ। ଅକ୍ଷୟ କୁମାର ସର୍ବଦା ଲୋକଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି। ଦେଶର ସୁରକ୍ଷା ସହ ନିଜ ପରିବାରର ସୁରକ୍ଷା ପାଇଁ…

ଦେଖନ୍ତୁ Video: ଡାକ୍ତରଙ୍କ ପାଇଁ ସମର୍ପିତ ଏହି ଗୀତ, ଲୋମ ଟାଙ୍କୁରାଇ ଦେବ ଅକ୍ଷୟ କୁମାରଙ୍କ ‘ତେରୀ…

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଓ ଗାୟକ ବି ପ୍ରାକ ଏକ ନୂଆ ଗୀତ ସହିତ ଡାକ୍ତରମାନଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି। ଯେଉଁମାନେ କରୋନା ମହାମାରୀ ସମୟରେ ଆମ ଜୀବନକୁ ବଞ୍ଚାଇବା ପାଇଁ ଲଗାତାର ପରିଶ୍ରମ କରୁଛନ୍ତି, ଖାସ ସେହିମାନଙ୍କ ପାଇଁ ଏହି ଗୀତ କମ୍ପୋଜ ହୋଇଛି। ଫିଲ୍ମ 'କେଶରୀ'ର ଲୋକପ୍ରିୟ…

ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଖିଲାଡ଼ି କୁମାରଙ୍କ ମହତ୍‌ ଦାନ

ମୁମ୍ବାଇ : ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇରେ ସାମିଲ ହେଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର । ପ୍ରଥମେ ସିନା ବାର୍ତ୍ତା ଦେଉଥିଲେ ହେଲେ ଏବେ ଅର୍ଥଦାନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ଏବଂ କରୋନା ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ଆଦି ବ୍ୟବସ୍ଥା ଲାଗି ଅକ୍ଷୟ କୁମାର ୨୫ କୋଟି…

‘ବେଲ ବଟମ୍‌’ ପାଇଁ ଅକ୍ଷୟଙ୍କୁ ମିଳିଗଲା ହିରୋଇନ୍‌, ଆପଣ ମଧ୍ୟ ନାମ ଜାଣି ହୋଇଯିବେ ଖୁସି

ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ ‘ବେଲବଟମ୍‌’ ଏବେ ଖୁବ୍‌ ଚର୍ଚ୍ଚାରେ। ଯେବେଠୋରୁ ଫିଲ୍ମର ପୋଷ୍ଟର ଜାରି ସେବେଠାରୁ ଫିଲ୍ମକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। ଫିଲ୍ମରେ ଅକ୍ଷୟ ସହିତ କେଉଁ ହିରୋଇନ ନଜର ଆସିବେ, ତାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ…

ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର, ଅକ୍ଷୟ-ଅଜୟଙ୍କ ସାଥୀରେ ନଜର ଆସିଲେ କ୍ୟାଟ୍ରିନା ଏବଂ ରଣବୀର

ରିଲିଜ୍‌ ହେଲା ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲର। ଦେଶ ଭକ୍ତି ଉପରେ ଆଧାରିତ ସୂର୍ଯ୍ୟବଂଶୀର ଟ୍ରେଲର ୪ ମିନିଟ୍‌ ପାଇଁ ସମ୍ପୂର୍ଣ୍ଣ ସତ୍ୟତା ପ୍ରକାଶ କରିଛି। ଅକ୍ଷର କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଓ୍ଵାଣ୍ଟେଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ…

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ବେଲ୍‌ ବଟମ’ର ଫାଷ୍ଟ ଲୁକ୍‌

ବଲିଉଡର ଫିଟ୍‌ ଆକ୍ଟର ଅକ୍ଷୟ କୁମାର କାମ କରିବାରେ ପାଇଁ ଖୁବ୍‌ ସୌକ୍‌। ଏପରି ଅନ୍ଦାଜ୍‌ ତାଙ୍କର ଲଗାତାର ଆସୁଥିବା ଫିଲ୍ମରୁ ଜଣାପଡ଼ୁଛି। ଗୋଟିଏ ବର୍ଷରେ ୩ ରୁ ୪ଟି ଫିଲ୍ମ କରିବା ତାଙ୍କ ପାଇଁ ସାମାନ୍ୟ କଥା। ହାଉସଫୁଲ୍‌ ୪ ପରେ ଅକ୍ଷୟ କୁମାର ଫିଲ୍ମ ‘ସୂର୍ଯ୍ୟବଂଶୀ’ ର ସୁଟିଂରେ ବ୍ୟସ୍ତ…