‘ଓଃ ମାଇଁ ଗଡ ୨’ର ପ୍ରଥମ ଟ୍ରେଲର ରିଲିଜ, ଅଗଷ୍ଟ ୧୧ରେ ବଡ ପରଦାରେ ଦେଖିବେ ଦର୍ଶକ
ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ରିଲିଜକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ତେବେ ଏହି ଫିଲ୍ମକୁ ନେଇ ରିଭ୍ୟୁ କମିଟି ସେନ୍ସର ବୋର୍ଡ ବି ବସାଇଥିଲା । ତେବେ ସେନ୍ସର ବୋର୍ଡ ଏହାକୁ ଏ ସାର୍ଟିଫିକେଟ ଦେବା ପରେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି…