Browsing Tag

akshay kumar

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ଆୟକର ବିଭାଗ କଲା ସମ୍ମାନିତ, ଟ୍ୟାକ୍ସ ଭରିବାରେ ସବୁଠାରୁ ଆଗରେ

ଇନକମ୍‌ ଟ୍ୟାକ୍ସ ଦେବାରେ ବଲିଉଡ ଷ୍ଟାର ବଡ ବଡ ଉଦ୍ୟୋଗପତିଙ୍କୁ ପଛରେ ପକାଇ ଦେବେ। ନିକଟରେ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି। ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ଟାରୁ୫ଟି ଫିଲ୍ମ ରିଲିଜ୍ ହୋଇଥାଏ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା…

ଅକ୍ଷୟ କୁମାରଙ୍କ ଫିଲ୍ମ ‘କ୍ୟାପସୁଲ ଗିଲ୍‌’ର ଆସିଲା ଫାଷ୍ଟ ଲୁକ୍‌, ଫିଲ୍ମରେ ଦେଖିବାକୁ ମିଳିବ ଖଣି ଇଞ୍ଜିନିୟର…

ବଲିଉଡର ଖିଲାଡି କୁମାରଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏହି ଲୁକରେ ଖିଲାଡି କୁମାର ସରଦାର ହୋଇଛନ୍ତି। ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ତଥାପି ସୋସିଆଲ ମିଡିଆରେ ଏହାର ନାମ ‘କ୍ୟାପସୁଲ ଗିଲ୍‌ ରଖାଯାଇଛି। ଏହାର ପ୍ରଥମ ଲୁକରେ ସରଦାର ହୋଇଥିବା ଅକ୍ଷୟ…

ରାଜନୀତିକୁ ଆସିବା ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର, କହିଲେ କ’ଣ ରହିଛି ଯୋଜନା

ରାଜନୀତିକୁ ଆସିପାରନ୍ତି କି ଖିଲାଡ଼ି କୁମାର ଅକ୍ଷୟ କୁମାର। ଏ ନେଇ ନିଜ ମତ ସେୟାର କରିଛନ୍ତି ନିଜେ ଅକ୍ଷୟ କୁମାର। ଲଣ୍ଡନର ପଲ୍‌ ମଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସରେ ଆୟୋଜିତ ହିନ୍ଦୁଜା ଓ ବଲିଉଡ୍‌ର ବୁକ୍‌ ଲଞ୍ଚରେ ନିଜ ଯୋଜନା ବିଷୟରେ କହିଛନ୍ତି ଅକ୍ଷୟ। ରାଜନୀତିରେ ଯୋଗ…

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ର ଟ୍ରେଲର, ଭାଇ ଭାବେ ୪ ଭଉଣୀଙ୍କ ଦାୟିତ୍ୱ ନେଉଥିବାର ଆସିଲେ ନଜର

ସାମ୍ନାକୁ ଆସିଲା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ର ଟ୍ରେଲର। ଅକ୍ଷୟଙ୍କ ସବୁ ଧ୍ୟାନ ଏବେ ଏହି ଫିଲ୍ମ ଉପରେ ରହିଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ଭାଇ ଭଉଣୀଙ୍କ ସୁନ୍ଦର ସମ୍ପର୍କ ଉପରେ ଆଧାରିତ। ଏଥିରେ ଭାଇ ଭଉଣୀଙ୍କ ଭଲ ପାଇବା…

ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’, ସୂଚନା ଦେଲେ ଶିବରାଜ ସିଂ…

ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ଵୀରାଜକୁ ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ଅଧିକରୁ ଅଧିକ ଲୋକ ଦେଖିପାରିବେ ତେଣୁ ଏହି ନିଷ୍ପତ୍ତି…

ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ର ନୂଆ ଟ୍ରେଲର ଲଞ୍ଚ, ଫିଲ୍ମର ପ୍ରମୋସନ ପାଇଁ ବାରଣାସୀରେ ପହଞ୍ଚି ଗଙ୍ଗା ବୁଡ ପକାଇଲେ…

ବଲିଉଡ ଷ୍ଟାର ଅଭିନେତା ଅକ୍ଷୟକୁମାରଙ୍କ ଅପକମିଂ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ରିଲିଜ ତାରିଖ ପାଖେଇ ଆସୁଛି। ଏହା ମଧ୍ୟରେ ଫିଲ୍ମର ପ୍ରମୋସନ ଜୋରସୋରରେ ଚାଲିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ରାଣୀ ସଂଯୋଗିତାଙ୍କ ଭୂମିକାରେ ନଜର ଆସୁଛନ୍ତି ମାନୁଷୀ ଚିଲ୍ଲର। ଦୁହିଁଙ୍କୁ ଗୁଜରାଟ ଓ…

ରିଲିଜ୍‌ର ୨ ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ ଦେଖିବେ ଗୃହମନ୍ତ୍ରୀ ଅମିତ ଶାହ, ନିର୍ମାତା ଦେଲେ…

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୁନ୍‌ ୧ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ଵୀରାଜ’ ଦେଖିବେ। ଏ ନେଇ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ଫିଲ୍ମରେ ମହାନ୍‌ ଯୋଦ୍ଧା ରାଜା ପୃଥ୍ଵୀରାଜ ଚୌହ୍ଵାନଙ୍କ ଜୀବନୀ ବର୍ଣ୍ଣନା…

ରିଲିଜ ହେଲା ‘ପୃଥ୍ଵୀରାଜ’ର ଗୀତ ‘ମଖମଲ୍ଲୀ’ର ଟିଜର, ଦେଖିବାକୁ ମିଳିଲା ଅକ୍ଷୟ ଓ ମାନୁଷୀଙ୍କ କେମେଷ୍ଟ୍ରୀ

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ପୃଥ୍ଵୀରାଜ’ ରିଲିଜ ଅପେକ୍ଷାରେ ରହିଛି। ଫିଲ୍ମର ଗୀତ ‘ମଖମଲ୍ଲୀ’ର ଟିଜର ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଗୀତ ରୋମାଣ୍ଟିକ ଗୀତ। ଗୀତ ଟିଜର ରିଲିଜ ହେବା ପରେ ଲୋକେ ବହୁତ ପସନ୍ଦ କରୁଛନ୍ତି ମଧ୍ୟ। ଅକ୍ଷୟ କୁମାର ଏହି ଗୀତରେ ଟିଜର ସେୟାର କରିଛନ୍ତି।…

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ ନାହିଁ; ଟ୍ୱିଟ କରି ଦେଲେ ସୂଚନା

ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ…

‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଜବାବ ଦେଲେ ସୁନୀଲ ସେଟ୍ଟି, କହିଲେ : ‘ଭାଇ ତୁ…

'ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ କିଛି ମାସ ପୂର୍ବେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡର ପ୍ରମୋସନ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା, ଏହା ପରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କ ନିକଟରେ କ୍ଷମା…

ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ଵୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟଙ୍କ ଏହି ଫିଲ୍ମ ଦୀର୍ଘ ଦିନ ହେଲାଣି ରିଲିଜ୍‌ ଅପେକ୍ଷାରେ ଅଛି। ଫ୍ୟାନ୍‌ମାନେ ବି ଫିଲ୍ମକୁ ପରଦାରେ ଦେଖିବାକୁ ଅନେକ ଦିନ ହେଲାଣି ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କ…

ତମାଖୁ ବ୍ରାଣ୍ଡ୍‌ ବିଜ୍ଞାପନର ଟଙ୍କା ନ ଫେରାଇବାରୁ ଟ୍ରୋଲ୍‌ ହେଲେ ଅକ୍ଷୟ କୁମାର, ଲୋକେ କହୁଛନ୍ତି- ‘ଆଡ୍‌ ବନ୍ଦ କରି…

ତମାଖୁ ବ୍ରାଣ୍ଡ୍‌ର ବିଜ୍ଞାପନରେ ଅଭିନୟ କରି ବିବାଦ ଘେରକୁ ଚାଲିଆସିଛନ୍ତି ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାର। ଏହି ବିଜ୍ଞାପନ ପରଦାକୁ ଆସିବା ପରେ ଲୋକମାନେ ଅକ୍ଷୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତା’ ପରେ ସୋସିଆଲ ମିଡିଆରେ ଅକ୍ଷୟ କ୍ଷମା ପ୍ରାର୍ଥନା କରିବା ସହ ବିଜ୍ଞାପନରୁ ଓହରି…