Browsing Tag

akshay kumar

ମୋଦିଙ୍କୁ କିଛି ଏପରି ପ୍ରଶ୍ନ ପଚାରିଥିଲେ ଅକ୍ଷୟ କୁମାର, ଭାଇରାଲ୍ ହେଉଛି ଭିଡିଓ

ଗତ ଏପ୍ରିଲ ୨୧ ରେ ଅଭିନେତା ଅକ୍ଷୟ କୁମାର ନିଜର ଟ୍ବିଟର ଆକାଉଣ୍ଟରେ କିଛି କ୍ୟାପସନ ଲେଖି ଟ୍ବିଟ କରିଥିଲେ, ଯାହା ପରେ ୟୁଜରଙ୍କୁ ବିଶ୍ବାସ ହୋଇନଥିଲା। ଅକ୍ଷୟ କୁମାର ଟ୍ବିଟରେ ଲେଖିଥିଲେ ‘ଏଭଳି ଘଟଣା ସମ୍ପର୍କରେ ଜଣାପଡ଼ିଲା ଏବଂ ଏଭଳି କିଛି ହୋଇଥିଲା ଯାହା ମୁଁ କେବେ କରିନଥିଲି, ଆମେ…

ସୋସିଆଲ ମିଡିଆରେ ପୋଷ୍ଟ କରି ଅକ୍ଷୟ କଲେ ‘ସୂରିୟବଂଶୀ ଗର୍ଲ’ର ଖୁଲାସା, ଜାଣନ୍ତୁ କିଏ

ମୁମ୍ବାଇ : କିଛି ଦିନ ପୂର୍ବେ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ସୂରିୟବଂଶୀର ପୋଷ୍ଟର ରିଲିଜ୍ ସୋସିଆଲ ମିଡିଆରେ କରିଥିଲେ। ଏହାପରେ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଭରି ରହିଥିଲା। ଏବେ ଏନେଇ ଫିଲ୍ମର ଅଭିନେତ୍ରୀଙ୍କ ନାମ ଉପରୁ ପରଦା ଉଠାଇଛନ୍ତି ଅକ୍ଷୟ…

ରିଲରେ ନୁହେଁ ରିୟଲରେ ବି ହିରୋ ଅକ୍ଷୟ କୁମାର, ଖିଲାଡି ବୟଙ୍କ ପାଇଁ ମୃତ ଷ୍ଟଣ୍ଟମ୍ୟାନଙ୍କ ପରିବାର ପାଇଲେ ୨୦ ଲକ୍ଷ

ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । କେବଳ ରିଲ୍‌ ନୁହେଁ ରିୟଲ୍‌ ଲାଇଫରେ ମଧ୍ୟ ଜଣେ ସୁପରଷ୍ଟାର୍‌ । ଯିଏ ନିଜ ପାଇଁ କମ୍‌ ଅନ୍ୟମାନଙ୍କ ପାଇଁ ଅଧିକ କରି ସବୁବେଳେ ଚର୍ଚ୍ଚାରେ । ଦେଶର ଯବାନ୍‌ ଏବଂ ସହିଦ୍‌ ମାନଙ୍କ ପାଇଁ ଅକ୍ଷୟଙ୍କ ଅବଦାନ କାହାକୁ ବା ଅଜଣା । ଏବେ ପୁଣି ଥରେ ଚର୍ଚ୍ଚାରେ…

ଅନଲାଇନ୍ ଲିକ୍ ହେଲା ଅକ୍ଷୟ କୁମାରଙ୍କ କେଶରୀ, ଜବରଦସ୍ତ ଓପନିଙ୍ଗ୍ କରିଥିବା ଫିଲ୍ମକୁ ଲାଗିଲା ଜୋରଦାର ଝଟକା

ବଲିଉଡରେ ପାଇରେସୀ ଥମିବାର ନାଁ ଧରୁନି । ରିଲଜ୍ ହେଉ ହେଉ ଲିକ୍ ହୋଇ ଯାଉଛି ଫିଲ୍ମ । ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀ ରିଲିଜ୍ ହୋଇଥିଲା । ଆଉ ରିଲିଜ୍ ହେବାର ତିନି ଦିନ ପରେ ଏହି ଫିଲ୍ମ ଅନଲାଇନ୍ ହୋଇଯାଇଛି । ତେବେ ଏହି ଫିଲ୍ମକୁ ଅନଲାଇନ୍ ଦେଖି ସାଇବର୍ କ୍ରାଇମକୁ ସମର୍ଥନ…

ଚାନ୍ଦିନି ଚୌକରୁ ନିର୍ବାଚନ ଲଢ଼ି ପାରନ୍ତି ଅଭିନେତା ଅକ୍ଷୟ କୁମାର, ରାଜନୈତିକ ସ୍ତରରେ ହେଉଛି ଚର୍ଚ୍ଚା

ମୁମ୍ବାଇ : ‘ଚାନ୍ଦନି ଚୌକ ଟୁ ଚାଇନା’ର ଯାତ୍ରା କରିଥିବା ବଲିଉଡ଼ର ମିଷ୍ଟର ଖିଲାଡି ଅକ୍ଷୟ କୁମାର ଏବେ ସାଂସଦର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ରାଜନୈତିକ ସ୍ତରରେ ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ତାଙ୍କୁ ଭାଜପା ଦ୍ୱାରା ଚାନ୍ଦିନି ଚୌକ ନିର୍ବାଚନ ମଣ୍ଡଳୀ…

ଖିଲାଡିଙ୍କୁ ମଧ୍ୟ ଭାରି ପଡିଥିଲା ଫିଲ୍ମର ଯୁଦ୍ଧ, ଭିଡିଓରେ କହିଲେ ଅନୁଭବ

ମୁମ୍ବାଇ : ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ପିଲ୍ମ କେଶରୀର ମେକିଂ ଭିଡିଓ। ଭିଡିଓରେ ଫିଲ୍ମର କାହାଣୀ ବିଷୟରେ କହୁଛନ୍ତି ଅକ୍ଷୟ। ଯୁଦ୍ଧ ସିନ୍ ସୁଟିଂ କରିବା ସବୁଠାରୁ କଷ୍ଟକର। ପାହାଡ ଉପରେ ଅଧିକ ଓଜନର ପଗଡି ପିନ୍ଧି ଯୁଦ୍ଧ କରିବା ଅକ୍ଷୟ ପାଇଁ ଖୁବ୍ କଷ୍ଟକର ଥିଲା। ସାରାଗଢୀ ଯୁଦ୍ଧକୁ…

ଅଭିନୟ ପାଇଁ . . . ନିଜ ଶରୀରରେ ନିଆଁ ଲଗାଇ ଷ୍ଟେଜରେ ପହଂଚିଲେ ଅକ୍ଷୟ କୁମାର

ନୂଆ ଅଭିନେତାଙ୍କ ଉପରେ କାହିଁକି ଭାରି ପଡନ୍ତି ଖିଲାଡି ବୟ । ଏହାର ଉତ୍ତର ପୁଣି ଥରେ ଦେଇଛନ୍ତି ଅକ୍ଷୟ କୁମାର । ଗୋଟିଏ ଷ୍ଟଣ୍ଟ ପାଇଁ ନିଜ ଶରୀରରେ ନିଆଁ ଲଗାଇଛନ୍ତି ଅକ୍ଷୟ । ଆମାଜନ୍ ପ୍ରାଇମ୍ ଭିଡିଓର ଏକ ଇଭେଣ୍ଟରେ ଏଭଳି ବିପଦଜ୍ଜନକ ଷ୍ଟଣ୍ଟ କରି ଦେଖାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ…

ଜବରଦସ୍ତ ଆକ୍ସନ୍ ସହ ଦେଶଭକ୍ତିର ଦମଦାର ଡାଏଲଗ୍ , ଲୋମଟାଙ୍କୁରୀ ଉଠିବ ଦେଖି ‘କେଶରୀ’ ର ଟ୍ରେଲର୍

ଅକ୍ଷୟ କୁମାରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କେଶରୀର ଟ୍ରେଲର୍ । ନିଜେ ଅକ୍ଷୟ କୁମାର ଏହାକୁ ଟୁଇଟ୍ କରି ସେୟାର୍ କରିଛନ୍ତି । ପ୍ରାୟ ୩ ମିନିଟର ଏହି ଟ୍ରେଲର ରେ ଫିଲ୍ମର ଭବ୍ୟତା, ଦମଦାର ଆକ୍ସନ୍ ଏବଂ ଜବରଦସ୍ତ ଡାଏଲଗ୍ ଦେଖିବାକୁ ପାଇବେ…

ମୋ ଦିନ ଆରମ୍ଭ ହେଲା ବେଳକୁ ଅକ୍ଷୟଙ୍କର ପ୍ୟାକଅପ୍ ହୋଇଥାଏ : ଶାହାରୁଖ ଖାନ୍

ମୁମ୍ବାଇ : ପ୍ରାୟତଃ ବଲିଉଡ଼ କଳାକାରଙ୍କ ମଧ୍ୟରେ କୋଲ୍ଡୱାର ଦେଖିବାକୁ ମିଳିଥାଏ। କଳାକାର ମାନେ ସିଧାସଳଖ ନହେଲେ ମଧ୍ୟ ପଛରେ ପରସ୍ପର ବିଷୟରେ ଅନେକ କଥା କହିଥାନ୍ତି। ସେହିପରି ନିକଟରେ, ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଶାହାରୁଖ ଖାନ୍। ଅକ୍ଷୟ ଏକ…

ଫସିଲେ ଅକ୍ଷୟ କୁମାର, ରାମ ରହିମଙ୍କ ସହ ଲିଙ୍କ ମାମଲାରେ ସମନ

ମୁମ୍ବାଇ : ବଲିଉଡ଼ର ଖିଲାଡ଼ିଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ। ରାମ ରହିମ୍‌ଙ୍କ ସହ ଲିଙ୍କ ମାମଲାରେ ସମନ କରିଛି ଏସ୍‌ଆଇଟି । ଏହା ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ସମନ ଜାରି କରାଯାଇଛି । ନଭେମ୍ବର ୨୧ ତାରିଖ ସୁଦ୍ଧା ହାଜର…

ଭିନ୍ନ ଅନ୍ଦାଜରେ ଖିଲାଡ଼ି କୁମାର ଦେଲେ ପୁଅକୁ ଜନ୍ମଦିନର ଶୁଭେତ୍ସା, କହିଲେ “ମୁଁ ନୁହଁ ଭଲ ଆକ୍ଟର”

ମୁମ୍ବାଇ : ଭର୍ସାଟାଇଲ ଆକ୍ଟର ଅକ୍ଷୟ କୁମାରଙ୍କୁ ପସନ୍ଦ ନୁହେଁ ନିଜ ଆକ୍ଟିଂ। ଆଜ୍ଞା ଏକଥା ଆମେ କହୁନୁ ସେ ନିଜେ ତାଙ୍କ ମୁହଁରେ କହିଛନ୍ତି । ବଲିଉଡ଼ର ଖିଲାଡ଼ି ଭାବେ ଜଣାଯାଉଥିବା ଅକ୍ଷୟ କହିଛନ୍ତି ତାଙ୍କ ଠାରୁ ସ୍ମାର୍ଟ, ଟ୍ୟାଲେଣ୍ଟଡ ଓ ଭଲ ମଣିଷ ଆଉ ଜଣେ ଅଛନ୍ତି । ସେ ସୋସିଆଲ ମିଡ଼ିଆରେ…

ନିଜ ଜନ୍ମଦିନରେ ଫ୍ୟାନ୍ ମାନଙ୍କୁ ଖାସ୍ ଉପହାର ଦେଲେ ଅକ୍ଷୟ କୁମାର

ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି ଖିଲାଡି ବୟ । ଅକ୍ଷୟ କୁମାରଙ୍କୁ ଚାରିଆଡୁ ପ୍ରଶଂସକଙ୍କ ଶୁଭେଛାର ସୁଅ ଛୁଟୁଛି । ଆଉ ଅକ୍ଷୟ ମଧ୍ୟ ନିଜ ଫ୍ୟାନ୍ ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି । ଆଗାମୀ ସିନେମା ୨.୦ର ଏକ ଖାସ୍ ପୋଷ୍ଟର ରିଲିଜ୍ କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଏହି ପୋଷ୍ଟରକୁ…