ପ୍ରଭୁ ଅଲାରନାଥଙ୍କଠାରେ କାହିଁକ ଖିରୀ ପ୍ରସାଦ ହୋଇଥାଏ ?
ପ୍ରଭୁ ଅଲାରନାଥ । ନାରାୟଣଙ୍କ ସ୍ୱରୂପ । ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ରହିଲେ ତାଙ୍କ ରୂପ ନେଇ ଦର୍ଶନ ଦିଅନ୍ତି ଅଲାରନାଥ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥଙ୍କ ପ୍ରସିଦ୍ଧ ପୀଠ । ଅନେକ କିମ୍ବଦନ୍ତୀ ଓ ଅଲୌକିକ କାହାଣୀ ସହ ଐତିହାସିକ ପୃଷ୍ଠଭୂମି ରହିଛି ଅଲାରନାଥଙ୍କୁ ନେଇ । ତେବେ…