ଚିକିଟି ମଦ ମୃତ୍ୟୁ ଘଟଣା: ହେବ ଆରଡିସି ତଦନ୍ତ, ୨ ଅବକାରୀ ଅଧିକାରୀ ନିଲମ୍ବିତ; ଜଣେ ବଦଳି
ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ଘଟଣାରେ ସରକାରଙ୍କ ଆକ୍ସନ । ମଦ ମୃତ୍ୟୁ ମାମଲାର ହେବ ଆରଡିସି ତଦନ୍ତ । ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ସେପଟେ ଘଟଣାରେ ନିଲମ୍ବିତ ହେଲେ ବ୍ରହ୍ମପୁରର ଅବକାରୀ ଇନ୍ସପେକ୍ଟର ରମେଶ ମହାନ୍ତି । ସବ୍ ଇନ୍ସପେକ୍ଟର…