ହାତରେ ଧଳା ଗୋଲାପ ଧରି ନଜର ଆସିଲେ ଆଲିଆ, ଦେଖନ୍ତୁ ଫଟୋ
ନିକଟରେ କପୁର ପରିବାର ସ୍ୱର୍ଗତ ଅଭିନେତା ତଥା ନିର୍ମାତା-ନିର୍ଦ୍ଦେଶକ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି । ଦଶନ୍ଧି ଧରି ହିନ୍ଦୀ ସିନେମାରେ ଚମତ୍କାର ଅବଦାନ ପାଇଁ ଆଜି ବି ସମସ୍ତଙ୍କ ମନରେ ରାଜ୍ କରୁଛନ୍ତି ରାଜ କପୁର । ଏହି ଅବସରରେ କପୁର ପରିବାରର…