Browsing Tag

alia Bhatt

ଆଲଫା ଟିଜର ରିଲିଜ୍, ଆକ୍ସନ ଲୁକରେ ନଜର ଆସିଲେ ଆଲିଆ ଭଟ୍ଟ

ଆକ୍ସନ ଏବଂ ରୋମାଞ୍ଚରେ ଭରପୂର ଫିଲ୍ମ ଆଲଫାର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ୟଶରାଜ ଫିଲ୍ମର ସ୍ପାଇ ୟୁନିଭର୍ସରେ ଆଲଫାର ଏଣ୍ଟ୍ରି ହୋଇସାରିଛି । ବବି ଦେଓଲ, ଆଲିଆ ଭଟ୍ଟ ଏବଂ ଶରଭରୀ ୱାଘଙ୍କ ଅଭିନୀତ ଏହି ଫିଲ୍ମର ଟିଜର ଦମଦାର ହୋଇଛି । ଫିଲ୍ମରେ, ୧୮ ବର୍ଷ ବୟସରେ ଆଲିଆ ଭଟ୍ଟ ଗୁପ୍ତଚର ଭାବରେ…

ସୋହମ ଶାହଙ୍କ‘ତୁମ୍ବାଡ ୨’ ଫିଲ୍ମରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି, ବକ୍ସ ଅଫିସରେ କରିବେ ଧମାଲ

ସୋହମ ଶାହଙ୍କ‘ତୁମ୍ବାଡ ୨’ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ନେଇ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ‘‘ତୁମ୍ବାଡ’’କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି । ପୂର୍ବ ଅପେକ୍ଷା ଏଥର…

ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଆଲିଆ ଭଟ୍ଟ, କେବଳ କରିବେ ଆକ୍ଟିଂ

ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଚମତ୍କାର ଅଭିନୟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ପାଇଁ ସେ ବେଶ୍ ଜଣାଶୁଣା । ମା’ ହେବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ତେଣୁ ସେ ଏବେ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାଁନ୍ତି ବୋଲି…

ପରିବାର ଲୋକଙ୍କ ସହ ଖ୍ରୀଷ୍ଟମାସ ସେଲିବ୍ରେସନ୍ କଲେ ରଣବୀର କପୁର, ସାମ୍ନାକୁ ଆସିଲା ଫଟୋ         

ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ବଲିଉଡ୍ ଷ୍ଟାରମାନେ ଖ୍ରୀଷ୍ଟମାସ ପାର୍ଟିର ଆୟୋଜନ କରିଥାନ୍ତି । ସାଧାରଣତଃ ଏହି ବିଶେଷ ଦିନକୁ ଲୋକମାନେ ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ପାଳନ କରିଥାନ୍ତି । ସେହିପରି ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଉତ୍ସବକୁ ସେମାନଙ୍କ ପରିବାର…

ଫିଲ୍ମ ଫେଷ୍ଟିଭାଲରେ ଆଲିଆ ଭଟ୍ଟଙ୍କ କିଲର୍ ଲୁକ୍, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତ୍ରୀ ଆଜି ରେଡ୍ ସି' ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କର ବହୁତ ଷ୍ଟାଇଲିସ୍ ଲୁକ୍ ଦେଖିବାକୁ ମିଳିଥିଲା । ଏବେ ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଝିଅକୁ ୧୮ ବର୍ଷ ହେଲେ ବଡ଼ ଗିଫ୍ଟ ଦେବେ ଆଲିଆ, ପ୍ରତିଦିନ ଲେଖନ୍ତି ଇମେଲ୍

ଆଲିଆ ଭଟ୍ଟ ବଲିଉଡର ଜଣେ ଆଗ ଧାଡ଼ିର ସଫଳ ଅଭିନେତ୍ରୀ ଭାବେ ପରିଚିତ । ଯିଏକି ତାଙ୍କ କ୍ୟାରିୟରରେ ଭଲ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଝିଅ ରାହାକୁ ୧୮ ବର୍ଷ ହେଲେ କ’ଣ ଗିଫ୍ଟ ଦେବେ ସେ ସମ୍ପର୍କରେ ଅଭିନେତ୍ରୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।…

ଆଲିଆ ଭଟ୍ଟଙ୍କ ପୂର୍ବତନ ସେକ୍ରେଟାରୀ ଗିରଫ, ଅଭିନେତ୍ରୀଙ୍କଠାରୁ ଠକିଥିଲେ ୭୬ ଲକ୍ଷ ଟଙ୍କା

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୂର୍ବତନ ସେକ୍ରେଟାରୀ ବେଦିକା ସେଟ୍ଟୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଭିନେତ୍ରୀଙ୍କ ୭୬ଲକ୍ଷ ଠକେଇ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳୁଛି । ବେଦିକା ସେଟ୍ଟୀଙ୍କ ବିରୋଧରେ ଜୁହୁ ପୋଲିସ ମାମଲା ରୁଜୁ କରିଛି । ଯାହାର ବର୍ତ୍ତମାନ ତଦନ୍ତ…

ନୋ ମେକଅପ୍ ଲୁକରେ ଆଲିୟା ଭଟ୍ଟ, ବ୍ଲୁ ଗାଉନ ପିନ୍ଧି ଫ୍ୟାନ୍ସଙ୍କୁ କଲେ ଆକର୍ଷିତ

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଲେ ବଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିଆ ତାଙ୍କ ଲୁକର ଯାଦୁରେ ଫ୍ୟାନ୍ସଙ୍କ ହୃଦୟକୁ ସ୍ପର୍ଶ କରିଛନ୍ତି । ବିଶେଷ କରି ତାଙ୍କ ହେୟାର ଷ୍ଟାଇଲ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଛି । କାନ୍ସରେ ଆଲିଆଙ୍କ ଏହି ଦ୍ବିତୀୟ ଲୁକର ଫଟୋ…

ଆଲିଆ ଭଟ୍ଟ ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି, ରଣବୀରଙ୍କ ସହ ସେୟାର କଲେ ରେମାଣ୍ଟିକ୍ ଫଟୋ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ ସେମାନଙ୍କ ବିବାହର ତିନି ବର୍ଷ ପାଳନ କରିଛନ୍ତି । ରଣବୀର-ଆଲିଆ ୧୪ ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କୁ ସେମାନଙ୍କର ଥାର୍ଡ ଆନିଭର୍ସରିରେ ସବୁଆଡୁ ଅଭିନନ୍ଦନ ମିଳିଥିଲା । ଆଲିଆ ଏକ ବହୁତ ସୁନ୍ଦର ଫଟୋ ସେୟାର କରି ରଣବୀରଙ୍କ ସହ…

ପୁଣିଥରେ ମା ହେବେକି ଆଲିଆ ? ମୁହଁ ଖୋଲିଲେ ଅଭିନେତା ରଣବୀର…

ପୁଣିଥରେ ମା ହେବାକୁ ଯାଉଛନ୍ତି କି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ପ୍ରଶଂସକ ମାନଙ୍କୁ ଦେଇପାରନ୍ତି କି ଖୁସି ଖବର । ହଁ ଆଜ୍ଞା ଏକଥା ଆମେ କହୁନାହୁଁ । ଏମିତି କିଛି ହିଣ୍ଟ ହେଇଛନ୍ତି ଅଭିନେତା ରଣବୀର କପୁର । ବଲିଉଡର ସବୁଠାରୁ ଖାସ୍ ଦମ୍ପତି  ହେଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ…

ପ୍ରଥମ ପତ୍ନୀଙ୍କୁ ଆଜି ପର୍ଯ୍ୟନ୍ତ ଭେଟି ନାହାନ୍ତି ଅଭିନେତା ରଣବୀର, ଜାଣନ୍ତୁ କିଏ….

ବଲିଉଡ୍ ର ଜଣାଶୁଣା ଅଭିନେତା ହେଉଛନ୍ତି  ରଣବୀର କପୁର ।  ଯିଏକି ବହୁତ କମ ସମୟ ବିଭିନ୍ନ ଇଣ୍ଟରଭିୟୁରେ ଦେଖାଯାନ୍ତି ।  ସେ ନିଜ ଜୀବନରେ ଜଡିତ ଥିବା ସମସ୍ତ କାହାଣୀକୁ ସେୟାର କରିବାକୁ ଭୁଲନ୍ତି ନାହିଁ  ।  ନିକଟରେ ସେ ଏକ ଇଣ୍ଟରଭୁୟୁରେ ପ୍ରଥମ ସ୍ତ୍ରୀଙ୍କ ବିଷୟରେ କିଛି କହିଛନ୍ତି । …

ରାହା ଜନ୍ମ ହେଲାପରେ ବଦଳି ଗଲେ ରଣବୀର, କହିଲେ ଆଲିଆ

ବଲିଉଡର ଖୁବ ଲୋକପ୍ରିୟ ଯୋଡି ହେଉଛନ୍ତି  ଆଲିଆ ଭଟ୍ଟ ଏବଂ ରଣବୀର କପୁର  ।  ଉଭୟଙ୍କର ଏକ ଝିଅଟିଏ ଅଛି ଯାହାର ନାମ ରାହା କପୁର ।  ରଣବୀର ଏବଂ ଆଲିଆ ୨୦୨୨ ମସିହାରେ ବିବାହ କରିଥିଲେ । ସେହି ବର୍ଷ ସେମାନେ ପେରେଣ୍ଟସ ହୋଇଥିଲେ । ରଣବୀରଙ୍କୁ ପ୍ରାୟତଃ ତାଙ୍କ ଝିଅ ରାହାଙ୍କ ସହିତ…