କାମ ପ୍ରେସର ଯୋଗୁ ଅସୁସ୍ଥ ହେଲେ ଆଲିଆ ଭଟ୍ଟ, ମେଡିକାଲରେ କରିବାକୁ ପଡ଼ିଲା ଆଡମିଟ୍
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଏକାସାଙ୍ଗେ ଅନେକ ଗୁଡ଼ିଏ ଫିଲ୍ମର ସୁଟିଂ କରୁଛନ୍ତି। ଫଳରେ ତାଙ୍କ ଉପରେ କାମର ଚାପ ବଢ଼ିଯାଇଛି। ଏଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି। ଆଲିଆଙ୍କ ଦେହ ଏତେ ଖରାପ ହୋଇଯାଇଛି ଯେ ତାଙ୍କୁ ମେଡିକାଲରେ ଆଡମିଟ୍ କରିବାକୁ ପଡ଼ିଛି। ମାତ୍ର କିଛି ସମୟ…