ବିଭିନ୍ନ ଦାବିନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ଜାରି, ଦାବି ପୁରାଣ ନହେଲେ ଅଗଷ୍ଟ…
କେନ୍ୟୁଜ(ବ୍ୟୁରୋ) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ (ପିଇଓ) ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ଗତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଅଣାଯାଇଥିଲା । ଦାବି ପୁରାଣ ନ…