ଅନ୍ତେବାସୀଙ୍କୁ ନିର୍ଯାତନା, ଅନ୍ବେଷା ହଷ୍ଟେଲ ଅଧୀକ୍ଷକଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ
ପାରଳାଖେମୁଣ୍ଡି: ନିର୍ଯାତନାର ଶିକାର ହେଉଛନ୍ତି ଅନ୍ତେବାସୀ ।ଏପରି ସାଂଘାତିକ ଅଭିଯୋଗ ଆସିଛି ଅନ୍ବେଷା ହଷ୍ଟେଲ ନାଁ ରେ । ଆଦିବାସୀ ତଥା ଅନାଥ ପିଲାଙ୍କୁ ହଷ୍ଟେଲରେ ରହିବା ସୁବିଧା ଦେବା ସହ ସେଠାରେ ଶୈକ୍ଷିକ ବାତାବରଣ ମଧ୍ୟ ସୃଷ୍ଟି କରିବା ପାଇଁ ସରକାର ଅନ୍ବେଷା ହଷ୍ଟେଲର ପରିକଳ୍ପନା…