Browsing Tag

allowance

ଦୀର୍ଘ ୩ ମାସ ହେବ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଚିନ୍ତାରେ ବୃଦ୍ଧବୃଦ୍ଧା

ଆନନ୍ଦପୁର: ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଚିନ୍ତାରେ ବୃଦ୍ଧବୃଦ୍ଧା । ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ଅନେକ ବ୍ୟୟଜ୍ୟେଷ୍ଠ ଦୀର୍ଘ ୩ ମାସ ହେବ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି । କାହିଁକି ଭତ୍ତା ମିଳୁନି ପଚାରିଲେ କେହି କିଛି କହୁ ନଥିବା ଅଭିଯୋଗ…

ବଢ଼ିଲା କଳାକାର ମାସିକ ଭତ୍ତା, ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ବଢ଼ିଲା କଳାକାର ମାସିକ ଭତ୍ତା ।  କଳାକାର ମାସିକ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର ।  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ୪୦ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।   ୮୦ ବର୍ଷରୁ…

ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ, ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ । ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିଳିବ ମାସିକ ଭତ୍ତା । ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ବିକାଶ ତଥା ସୁରକ୍ଷା ଉପରେ…

ବୁଣାକାରଙ୍କ ପାଇଁ ଖୁସି ଖବର, ଭତ୍ତା ବଢାଇଲେ ରାଜ୍ୟ ସରକାର

ବୁଣାକାର ଶ୍ରମିକଙ୍କ ପାଇଁ ଖୁସି ଖବର । ବୁଣାକାରମାନଙ୍କର ଭତ୍ତା ବଢାଇଲେ ରାଜ୍ୟ ସରକାର । ତେବେ ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି…

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୭୦ ବର୍ଷୀୟ ବୃଦ୍ଧା, ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି

ବୟସର ଅପରାହ୍ନରେ ଭତ୍ତା ଟିକକ ପାଇଁ ଦହଗଞ୍ଜ। ବୟସ ୭୦ ଛୁଇଁଲାଣି କିନ୍ତୁ ମିଳୁନି ଭତ୍ତା । ବାର୍ଦ୍ଧକ୍ୟରେ ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଚାଷ କାମ କରୁଛନ୍ତି ମାନସୀ । ଅସହାୟ, ଅକର୍ମଣ୍ୟ ଓ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସରକାରଙ୍କ ତରଫରୁ ଭତ୍ତାରାଶି ମିଳୁଛି । ସରକାରଙ୍କ ନିୟମ…

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତା ବୃଦ୍ଧି, ମେ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର :  ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି…

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ପିଛିଲା ଭାବେ ଜାନୁଆରୀରୁ ପଇସା ପାଇବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି ।  ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା…

ମାତ୍ର ହଜାରେ ଟଙ୍କା ଭତ୍ତା ପାଇଁ ଦୁଇ କିମି ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ବୃଦ୍ଧା

ପାଟଣାଗଡ: ପତଳା ଶରୀର । ଚମ ଧୁଡୁ ଧୁଡୁ ହୋଇଗଲାଣି । ସଳଖି ବସିବି ପାରୁନାହାଁନ୍ତି ସେଥିରେ ପୁଣି ସେ ଜଣେ ଦିବ୍ୟାଙ୍ଗ । ହେଲେ ଏମିତି ଅବସ୍ଥାରେ ବି ପେଟ ଚାଖଣ୍ଡକ ପାଇଁ କରୁଛନ୍ତି ସଙ୍ଘର୍ଷ । ଏ ବୃଦ୍ଧା ଜଣକ ଅବସ୍ଥା ଦେଖିଲେ ଆପଣଙ୍କର ବି ମନ ନିଶ୍ଚୟ ଭାବେ ତରଳିଯିବ । ଟିକେ ଭଲ କରି…

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା : ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

ଭୁବନେଶ୍ୱର : ବଢ଼ିଲା ଭତ୍ତା ଟଙ୍କା । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ିଲା । ଏଣିକି ଏମାନଙ୍କୁ ମିଳିବ ୩,୫୦୦ ଟଙ୍କା ଭତ୍ତା । ଜୁନ୍ ସୁଦ୍ଧା…