Browsing Tag

allu arjun

‘ପୁଷ୍ପା ୨’ ‘ଗେମ୍ ଚେଞ୍ଜର’କୁ ଏଡାଇବା ପାଇଁ କଲା ନୂଆ ଚାଲ୍, ବର୍ତ୍ତମାନ ୨୦ ମିନିଟର ବୋନସ୍ ସିନ୍ ସହିତ ରିଲିଜ୍ ହେବ…

‘ପୁଷ୍ପା ୨: ଦ ରୁଲ୍’ ବକ୍ସ ଅଫିସରେ ପ୍ରତିଦିନ ଦମଦାର୍ ରୋଜଗାର୍ କରୁଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୮୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଛି । ଏହି ସମୟରେ ନିର୍ମାତାମାନେ ଫିଲ୍ମର ଭଲ ରୋଜଗାର ବଜାୟ ରଖିବା ପାଇଁ ଏକ ନୂଆ ଷ୍ଟାଟେଜୀ ପ୍ରସ୍ତୁତ କରିଛନ୍ତି । ‘ପୁଷ୍ପା ୨: ଦ ରୁଲ୍’…

ଅଲୁ ଅର୍ଜୁନଙ୍କୁ ଆଶ୍ୱସ୍ତି, ହାଇଦ୍ରାବାଦ ଦଳାଚକଟା ମାମଲାରେ ନିୟମିତ ଜାମିନ୍ ଦେଲେ କୋର୍ଟ

ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି । ଅଲୁଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ । ହାଇଦ୍ରାବାଦର ନାମପଲ୍ଲି କୋର୍ଟ ଦଳାଚକଟାରେ ୩୫ ବର୍ଷୀୟା ମହିଳାଙ୍କ…

ନୂଆବର୍ଷରେ ନୂଆ ଲୁକ୍; ନିଜର ଲମ୍ବା କେଶ ଓ ଦାଢ଼ି କାଟିଦେଲେ ଅଲୁ ଅର୍ଜୁନ !

ନୂଆବର୍ଷରେ ନୂଆ ଲୁକ୍ । ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନ ନିଜର ନୂଆ ଲୁକ୍ ଦ୍ୱାରା ଫ୍ୟାନମାନଙ୍କୁ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ଅଭିନତାଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିବ ଏହି ନୂଆବର୍ଷରେ । ସୂତ୍ରରୁ ଜଣାପଡ଼ିଛି ଯେ ଅଲୁ ନିଜର ଲମ୍ବା କେଶ ଓ ଦାଢ଼ି ଟ୍ରିମ୍ କରିନେଇଛନ୍ତି । ବହୁତ…

ଅଲୁ ଅର୍ଜୁନ ଓ ‘ପୁଷ୍ପା ୨’ର ନିର୍ମାତା ଦଳାଚକଟା ପୀଡ଼ିତଙ୍କ ପରିବାରକୁ ଦେଲେ ୨ କୋଟି ଟଙ୍କା

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ମୃତ ମହିଳାଙ୍କ ପରିବାରକୁ ଆହୁରି ଆର୍ଥିକ ସହାୟତା କରିଛନ୍ତି ‘ପୁଷ୍ପା ୨’ ଅଭିନେତା ଅଲୁ ଅର୍ଜୁନ । ଖବର ଅନୁଯାୟୀ, ତେଲଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଅଲୁ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।…

ପଚରାଉଚରା ବେଳେ ପୋଲିସ ଦେଖାଇଲା ଦଳାଚକଟାର ଭିଡିଓ, ଭାବପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୋଲିସ ଅଲୁ ଅର୍ଜୁନଙ୍କୁ ମଙ୍ଗଳବାର ପାଖାପାଖି ୩ ଘଣ୍ଟା ଧରି ପଚରାଉଚରା କରିଛି । ଏହି ସମୟରେ ଦଳାଚକଟାର ଭିଡିଓ ଦେଖି ‘ପୁଷ୍ପା ୨’ ଅଭିନେତା ଭାବପ୍ରବଣ ହୋଇଯାଇଥିଲେ । ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ବିଷୟରେ ପୋଲିସ ଅଲୁଙ୍କୁ…

‘ପୁଷ୍ପା ୨’ରେ ଅଲୁ ଅର୍ଜୁନ ପୋଲିସକୁ ଅପମାନ କରିଥିବା ଅଭିଯୋଗ, FIR ଦେଲେ କଂଗ୍ରେସ ନେତା

ଅଲୁ ଅର୍ଜୁନ ଏବଂ 'ପୁଷ୍ପା ୨: ଦ ରୁଲ’ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଦାଖଲ କରାଯାଇଛି । ଫିଲ୍ମର ଏକ ସିନକୁ ନେଇ କଂଗ୍ରେସ ନେତା ତଥା ତେଲଙ୍ଗାନା ଏମଏଲସି ଥୀନମାର୍ ମଲାନ୍ନା ନିର୍ଦ୍ଦେଶକ ସୁକୁମାର ଓ ଅଭିନେତା ଅଲୁ ଅର୍ଜୁନଙ୍କ ସମେତ ପୂରା ପ୍ରଡକ୍ସନ୍ ଟିମ…

ଅଲୁ ଅର୍ଜୁନଙ୍କୁ ସମନ ପଠାଇଲା ହାଇଦ୍ରାବାଦ ପୋଲିସ, ଦଳାଚକଟା ମାମଲାରେ ହେବ ପଚରାଉଚରା

ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ନୋଟିସ୍ ଜାରି କରିଛି । ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିଜ୍ଞପ୍ତିରେ ଅଲୁ ଅର୍ଜୁନଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି । ଚିକ୍କଡପଲି ପୋଲିସ ଅଭିନେତାଙ୍କ ଲିଗାଲ ଟିମକୁ ଏହି ନୋଟିସ୍…

ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କୁ ମିଳିଲା ଜାମିନ, ଗତକାଲି କରିଥିଲେ ହଙ୍ଗାମା

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ଜାମିନ ଦେଇଛନ୍ତି । ପୋଲିସ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରି ଭଙ୍ଗାରୁଜା କରିଥିଲେ । ଏମାନଙ୍କ ମଧ୍ୟରୁ ଗତକାଲି ୮ ଜଣଙ୍କୁ ଅଟକ ରଖିଥିଲା…

ଅଲୁ ଅର୍ଜୁନଙ୍କ ଘର ବାହାରେ ଜୋରଦାର୍ ପ୍ରଦର୍ଶନ ଓ ଭଙ୍ଗାରୁଜା, ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦାବି

ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ବାହାରେ ଜୋରଦାର୍ ପ୍ରଦର୍ଶନ । ଉସମାନିୟା ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟି (ଜେଏସି)ର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ଅଭିନେତା ଅଲୁ ଅର୍ଜୁନଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଅଲୁ…

ମିଥ୍ୟା ଅଭିଯୋଗ ଓ ଅଯଥା ଗୁଜବ ସୃଷ୍ଟି କରି ମୋ ଚରିତ୍ର ସଂହାର କରାଯାଉଛି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ପାଲଟା…

ହାଇଦ୍ରାବାଦ ସନ୍ଧ୍ୟା ସିନେମା ହଲରେ ଘଟିଥିବା ଦଳାଚକଟା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଓ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମଧ୍ୟରେ ବିବାଦ ବଢିଛି । ଦଳାଚକଟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅଲ୍ଲୁଙ୍କୁ ଦାୟୀ କରିଛନ୍ତି । ପୋଲିସ ମନା କରିବା ସତ୍ତ୍ବେ ଅଲ୍ଲୁ…

ପୁଷ୍ପା ୨ ଦଳାଚକଟା ମାମଲା, ୮ ବର୍ଷ ଶିଶୁର ହେଲା ବ୍ରେନ ଡେଡ

ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ସିନେମା ହଲରେ ୨ ସପ୍ତାହ ହୋଇଗଲାଣି । କିନ୍ତୁ ଏହି ଫିଲ୍ମର ପ୍ରିମିୟରରେ ଘଟିଥିବା ଘଟଣା ଲଗାତାର ଭାବରେ ଖବର ହୋଇସାରିଛି । ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦରେ ଥିବା ସନ୍ଧ୍ୟା ଥିଏଟରରେ ଦଳା ଚକଟାରେ ୩୫ ବର୍ଷର ମହିଳା ରେବତୀଙ୍କ ମୃତ୍ୟୁ ହୋଇଥିଲା ।…

ଜେଲରୁ ଆସିବା ପରେ ଘରେ ପହଞ୍ଚିଲେ ଅଲୁ ଅର୍ଜୁନ, ଭାବବହ୍ବଳ ହୋଇପଡିଥିଲେ ପତ୍ନୀ ଓ ପୁଅ

ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିଲେ ଅଲ୍ଲୁ ।  ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି ।  ତାଙ୍କୁ ଆଣିବା ପାଇଁ ଜେଲରେ ପହଂଚିଥିଲେ ତାଙ୍କ ବାପା ଓ ଶ୍ବଶୁର । ଅଲ୍ଲୁ ଅର୍ଜୁନଙ୍କ ଘର ସାମ୍ନାରେ ପୋଲିସ ଛାଉଣୀ ହୋଇଛି ।  ଗତକାଲି…