Odisha News
.
Browsing Tag

ama gao ama bikash

ଆମ ଗାଁ ଆମ ବିକାଶ ପାଇଁ ବଜେଟ, ୧୨ଶହ ୫୦ କୋଟି

ଭୁବନେଶ୍ବର (କେନ୍ଯୁଜ୍) :ରାଜ୍ୟ କ୍ୟାବିନେଟରେ ଆମ ଗାଁ ଆମ ବିକାଶ ପାଇଁ ଗାଇଡଲାଇନ୍‌କୁ ମୋହର ବାଜିଛି । ବଜେଟରେ ଆମ ଗାଁ ଆମ ବିକାଶ ପାଇଁ ୧୨ ଶହ ୫୦କୋଟି ଟଙ୍କା ରଖାଯାଇଛି । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିରେ ଠିକାଦାର ନିୟୋଜିତ ହେବେନାହିଁ । ପ୍ରତି…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୨୭୯ ପ୍ରକଳ୍ପ ପାଇଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ ହିନ୍ଦୋଳ ବ୍ଳକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହିନ୍ଦୋଳ ବ୍ଳକର ୩୫ଟି ପଞ୍ଚାୟତର ୨୭୯ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅର୍ଥ ମଞ୍ଜୁର…