Browsing Tag

amazon

ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ, NCB ତଦନ୍ତ ଦାବି କଲା CAIT

ଇ-କମର୍ସ ସାଇଟ୍ ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ। ଆମାଜନ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି କ୍ଷୁଦ୍ର ବ୍ୟବସାୟୀ ସଂଗଠନ କନଫଡରେସନ୍ ଅଫ ଇଣ୍ଡିଆ ଟ୍ରେଡର୍ସ (CAIT)। CAIT ପକ୍ଷରୁ କୁହାଯାଇଛି ଯେ ଆମାଜନରେ ଗଞ୍ଜେଇ ବା ମ୍ୟାରିଜୁଆନା ବିକ୍ରି କରାଯାଉଛି। ଏଣୁ ନାର୍କୋଟିକ୍ସ କଣ୍ଟ୍ରୋଲ…

Flipkart ର ବଡ଼ ପରିବର୍ତ୍ତନ, Amazonକୁ ଟକ୍କର ଦେବା ପାଇଁ ବଦଳାଇଲା Big Billion Days ସେଲ୍‌ ତାରିଖ

ସବୁ ବର୍ଷ ଭଳି ଚଳିତବର୍ଷ ଅକ୍ଟୋବର ମାସରେ ମଧ୍ୟ ଫ୍ଲିପ୍‌କାର୍ଟ ଓ ଆମାଜନ ପକ୍ଷରୁ ଫେଷ୍ଟିଭ୍‌ ସିଜନର ଆୟୋଜନ କରାଯାଉଛି। ଚଳିତବର୍ଷର ଫେଷ୍ଟିଭ୍‌ ଅଫରରେ ଉଭୟ କମ୍ପାନୀ ମଧ୍ୟରେ କଡ଼ା ମୁକାବିଲା ହେବ। କାରଣ ଉଭୟ କମ୍ପାନୀ ନିଜ ନିଜ ସେଲ୍ସର ଲାଇଭ୍‌ କରିବାକୁ ଯାଉଛନ୍ତି। ଆମାଜନର ସେଲ୍‌…

Amazonରେ ବିକ୍ରି ହେବନି ୬୦୦ ଚାଇନା ବ୍ରାଣ୍ଡସ୍‌ର ପ୍ରଡକ୍ଟସ, କମ୍ପାନୀ କରିଦେଲା ସବୁଦିନ ପାଇଁ ବ୍ୟାନ୍‌

Amazon ଚାଇନା ବ୍ରାଣ୍ଡସ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ୬୦୦ ଚାଇନା ବ୍ରାଣ୍ଡସ୍‌କୁ ନିଜ ପ୍ଲାଟଫର୍ମରୁ ବ୍ୟାନ୍‌ କରି ଦେଇଛି। ଏହି ବ୍ରାଣ୍ଡଗୁଡ଼ିକ ରିଭ୍ୟୁ ପଲିସିର ଉଲ୍ଲଂଘନ କରୁଥିଲେ। ଏହାକୁ ନେଇ The Wall Street Jornal ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ…

ଇ-ମେଲ ସ୍କାମରେ ଫେକ ନମ୍ବରରୁ ହୋଇପାରେ ଆପଣଙ୍କ ମେଲ୍‌ରୁ ସମସ୍ତ ତଥ୍ୟ ଚୋରୀ, ଜାଣନ୍ତୁ

ଜି-ମେଲ ୟୁଜର୍ସଙ୍କ ପାଇଁ ବଡ଼ ଚେତାବନୀ। ସତର୍କ ନହେଲେ ଆପଣଙ୍କ ମେଲ ହୋଇପାରେ ହ୍ୟାକ। ହ୍ୟାକର୍ସମାନେ ଏବେ ଜି-ମେଲକୁ ନିଜର ନୂଆ ହବ୍‌ କରିଛନ୍ତି। ଏହାଦ୍ୱାରା ଜି-ମେଲ ଆକାଉଣ୍ଟ ହୋଲଡର୍ସଙ୍କୁ ବଡ଼ କ୍ଷତି ହୋଇପାରେ। ତେଣୁ ପ୍ରତ୍ୟେକ ୟୁଜର୍ସଙ୍କୁ ଏଥିପାଇଁ ସାବଧାନ ରହିବା ପାଇଁ କୁହାଯାଉଛି।…

ମହିଳା କର୍ମଚାରୀ ବାରମ୍ବାର ଯାଉଥିଲେ ପରିସ୍ରା, ତ ଚାକିରିରୁ ବାହାର କରିଦେଲା Amazon, ଏବେ କମ୍ପାନୀକୁ ୭୫ ହଜାର ଡଲାର…

ଏବେ ଏକ ମାମଲା ସାମ୍ନାକୁ ଆସିଛି କି, ବାରମ୍ବାର ପରିସ୍ରା ଯିବା କାରଣରୁ ଆମାଜନର ଜଣେ ମହିଳା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ସେପଟେ ମହିଳା ଜଣକ ଏ ନେଇ କମ୍ପାନୀ ବିରୋଧରେ ଏତଲା ଦାୟର କରିଛନ୍ତି। ମହିଳାଙ୍କ ଅଭିଯୋଗ ହେଲା, ଅଧିକ ଥର ଲୁ ବ୍ରେକ୍‌ ନେବାରୁ କମ୍ପାନୀ…

ଆମାଜନରୁ EMI ରେ କିଣିପାରିବେ ଗୋବର, ଆମ୍ବ ପତ୍ର ଓ ବେଲ ପତ୍ର, ଦାମ୍ ଶୁଣିଲେ ଲାଗିବ ଝଟକା

ଇ-କମର୍ସ ୱେବସାଇଟରେ ପ୍ରାୟତଃ ସବୁ ପ୍ରକାରର ଜିନିଷ ମିଳିଥାଏ। ମୋବାଇଲ, ଟିଭି, ଗ୍ୟାଜେଟ, ପୋଷାକ ଆଦି କମ୍ ଦାମରେ ଗ୍ରାହକ କିଣିପାରନ୍ତି। ଏଥିରେ କେତେକ ଜିନିଷ EMI ରେ ବି ଉପଲବ୍ଧ ରହିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ପୂଜା ପାଠ ପାଇଁ ଉପଲବ୍ଧ ଗାଈ ଗୋବର, ଆମ୍ବ ପତ୍ର, ବେଲ…

Amazon ସେଲ ଅଫର: iPhone 12ରେ ୯ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ, ଲିଷ୍ଟରେ ରହିଛି ଅନ୍ୟ ଦମଦାର ଫୋନ

Amazon India ସ୍ମାର୍ଟଫୋନ ଅପଗ୍ରେଡକୁ ସେଲ କରିବାର ନିଷ୍ପତ୍ତି ନେଇଛି । ଏହି ସେଲରେ ଗ୍ରାହକଙ୍କ ପାଇଁ ଦମଦାର ଫୋନ ଅଫର ରଖାଯାଇଛି । ଇ-କମର୍ସ କମ୍ପାନୀ OnePlus, Xiaomi, Samsung, Apple, Vivo  ଓ Oppo ଭଳି ସ୍ମାର୍ଟଫୋନ ବ୍ରାଣ୍ଡରେ ଅଫର ଦିଆଯାଉଛି। ଏହା ଉପରେ ବ୍ୟାଙ୍କର ଅଫର ମଧ୍ୟ…

iPhone12ରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଶସ୍ତାରେ କିଣିପାରିବେ ଏହି ଫୋନ

iPhone ର କ୍ରେଜ୍ କାହା ପାଖରେ ନଥାଏ ? ଯଦି ଆପଣ ବର୍ତ୍ତମାନ iPhone 12 କିଣିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଏକ ବହୁତ ଭଲ ସୁଯୋଗ ରହିଛି । ଏହି ଫୋନ ପାଇଁ ବହୁତ ବଡ ଡିସକାଉଣ୍ଟ ଅଛି । iPhone 12 ମଡେଲ୍ ର ନୂତନ ଆମାଜନ ଚୁକ୍ତି ଅନୁଯାୟୀ ୭୯,୯୦୦ ଟଙ୍କା ବଦଳରେ ୭୦,୯୦୦ ଟଙ୍କା…

ଆମାଜନ ଭୁଲରେ ମହିଳାଙ୍କୁ ପଠାଇଦେଲା ୧୫୦ ପ୍ୟାକେଟ ପାର୍ସଲ, ଜାଣନ୍ତୁ ଆଗକୁ କଣ ହେଲା

ଆମେରିକାର ନ୍ୟୁୟର୍କରେ ଜଣେ ମହିଳା ଖୁଲାସା କରିଛନ୍ତି ଯେ ସେ କୌଣସି ଅର୍ଡର ନ ଦେଇ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ଶହ ଶହ ପ୍ୟାକେଟ ତାଙ୍କୁ ମିଳିଛି l ନିକଟରେ ଜିଲିୟନ କନ୍ନନ ଫେସବୁକରେ ନିଜର କାହାଣୀ ଶୁଣାଇ କହିଥିଲେ ଯେ ତାଙ୍କୁ ମିଳିଥିବା ପ୍ୟାକେଜ ଗୁଡ଼ିକ ଏତେ ବଡ ଯେ ଏହା ତାଙ୍କ…

ଭାରତରେ ମାସିକିଆ ପ୍ରାଇମ ସବସ୍କ୍ରିପସନ ବନ୍ଦ କଲା Amazon, ଫ୍ରି ଟ୍ରାଏଲ ମଧ୍ୟ ବନ୍ଦ

ଅନଲାଇନ କମର୍ସ ଫ୍ଲିପକାର୍ଟ ଆମାଜନ ଭାରତରେ ନିଜର ମାସିକିଆ ପ୍ରାଇମ ମେମ୍ବରସିପ ସବସ୍କ୍ରିପସନକୁ ବନ୍ଦ କରିଦେଇଛି। କମ୍ପାନୀ କେବଳ ତିନି ମାସିଆ ଏବଂ ବର୍ଷିକିଆ ପ୍ଲାନ ଅଫର କରୁଛି। ଆମାଜନ ପ୍ରାଇମ ସବସ୍କ୍ରିପସନର ଆରମ୍ଭ ୧୨୯ ଟଙ୍କାରେ ଆରମ୍ଭ ହୋଇଥିଲା। କମ୍ପାନୀ ରିଜର୍ଭ ବ୍ଯାଙ୍କ ଅଫ…

କମ୍ ଦାମରେ ମିଳୁଛି Redmi Note 9, ଫୋନରେ ମିଳୁଛି ଡିସକାଉଣ୍ଟ ସହିତ ଶାନଦାର ଅଫର୍ସ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମିର ରେଡମି ନୋଟ ୯ (Redmi Note 9) ସିରିଜ ଭାରତରେ ଧମାଲ କରିଛି। ଏହି ସିରିଜର ସମସ୍ତ ଫୋନ ଗ୍ରାହକଙ୍କୁ ବହୁତ ପସନ୍ଦ ଆସୁଛି। ଯଦି ଆପଣ ଏହି ସିରିଜର ଫୋନ କିଣିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ। ଏହି ଫୋନ ଆମାଜନରେ…

ଆମାଜନର ସିଇଓ ପଦରୁ ଇସ୍ତଫା ଦେବେ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌, ଜାଣନ୍ତୁ ତାଙ୍କ ସ୍ଥାନରେ କିଏ ନେବେ ଦାୟିତ୍ୱ

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍‌ ବେଜୋସ୍‌ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେ ୨୦୨୧ର ତୃତୀୟ ତ୍ରୟମାସିକ ସିଇଓ ପଦରୁ ଇସ୍ତାଫା ଦେବେ ଓ ତା’ ପରେ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବେ କାମ କରିବେ। ଷ୍ଟାର୍ଟଅପ୍‌ ଦୁନିଆରେ ସବୁଠୁ…