Browsing Tag

Amazon

Amazon ଲଞ୍ଚ କଲା ‘Bazaar’, ଏବେ ଶସ୍ତାରେ ମିଳିବ ଟ୍ରେଣ୍ଡିଂ ପୋଷାକ

ଅନଲାଇନ୍ ଇ-କମର୍ସ ୱେବସାଇଟ୍ ଆମାଜନ ଗ୍ରାହକଙ୍କ ପାଇଁ ଏକ ବଡ ଖବର ଆଣିଛି । ଯଦି ଆପଣ ଜଣେ ଫ୍ୟାଶନ୍ ଲଭର, ତେବେ ଆପଣ ଆମାଜନର ଏହି ସର୍ଭିସ ଆପଣଙ୍କୁ ଖୁବ ପସନ୍ଦ ଆସିବ । ଏବେ ଆମାଜନ ଏହାର ନୂତନ ଅନଲାଇନ୍ ପ୍ଲାଟଫର୍ମ ଖୋଲିଛି । ଆମାଜନର ନୂତନ ପ୍ଲାଟଫର୍ମର ନାମ 'Bazaar' । ଫ୍ୟାଶନ…

ଆମାଜନକୁ ନୋଟିସ, ଅଯୋଧ୍ୟା ରାମମନ୍ଦିର ନାଁରେ ପ୍ରସାଦ ବିକୁଥିବା ଅଭିଯୋଗ

ଭକ୍ତଙ୍କ ଭାବନା ସହ ଖେଳିଥିବାରୁ ଆମାଜନକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ଅନଲାଇନରେ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାଁରେ ମିଠେଇ ବିକ୍ରି ଅଭିଯୋଗରେ ନୋଟିସ କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ-CCPA । ଏନେଇ ୭ ଦିନ ମଧ୍ୟରେ କୈଫିୟତ ତଲବ କରାଯାଇଛି । ଖବର ମୁତାବକ,…

ମେଟା ଲଞ୍ଚ କଲା ନୂଆ ଫିଚର, ଏବେ ଫେସବୁକ-ଇନଷ୍ଟାଗ୍ରାମରୁ କରିପାରିବେ ସପିଙ୍ଗ

ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ନୂଆ ଫିଚର ଲଞ୍ଚ କରିଛି । ଆମେରିକାର ଯୁଜର୍ସମାନେ ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆମାଜନ ସହିତ ଲିଙ୍କ କରିବାର ଅନୁମତି ଦିଆଯାଇଛି । ଏହି ଫିଚରରେ ୟୁଜର ଫେସବୁକ ଏବଂ ଇନଷ୍ଟଗ୍ରାମରୁ ସିଧା ସଳଖ ଭାବେ ଆମାଜନ ସପିଙ୍ଗ ଏବଂ ଜିନିଷ ଅର୍ଡର ମଧ୍ୟ…

ଫେଷ୍ଟିଭାଲ ସିଜିନ୍ ରେ ଅଧାରୁ ବି କମ ଦାମରେ କିଣନ୍ତୁ ସ୍ମାର୍ଟ ଟିଭି ଓ ମୋବାଇଲ ସହ ମନ ପସନ୍ଦ ଡ୍ରେସ, ଆମାଜନ ଦେଉଛି…

ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ଏଥପାଇଁ ଇ-କମର୍ସ ପ୍ଲାଟଫର୍ମ ଅନେକ ଅଫର ଆଣିବାର ଯୋଜନା କରିଛନ୍ତି । ଲୋକଙ୍କୁ ଖୁସି କରାଇବା ପାଇଁ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଦେଉଛି ବଢ଼ିଆ ସୁଯୋଗ । ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ବିକ୍ରୟ ପରେ ବର୍ତ୍ତମାନ ଆମାଜନର ଗ୍ରେଟ୍ ଇଣ୍ଡିଆନ୍…

ଦିଲ୍ଲୀରେ ଆମାଜନର ସିନିଅର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ପଛରୁ ବାଇକରେ ଆସିଲେ ଗୁଳି ମାରିଲେ

ଦିଲ୍ଲୀରେ ଆମାଜନର ଜଣେ ସିନିଅର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାତି ୧୧ଟା ୫୦ ମିନିଟ ସମୟରେ ସ୍କୁଟି ଏବଂ ବାଇକରେ ୫ ଜଣ ଯୁବକ ଆସି ଗୁଳି କରି ମ୍ୟାନେଜରଙ୍କୁ ହତ୍ୟା କରିଥିଲେ । ଫଳରେ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ଯୁବକ ଗୁରୁତର ଆହତ…

ଯୁବତୀ Amazonରୁ ଅର୍ଡର କରିଥିଲେ ୫୦,୯୦୦ ଟଙ୍କାର Apple ଘଣ୍ଟା, ଡେଲିଭରିରେ ମିଳିଲା ଏହି ଶସ୍ତା ପ୍ରଡକ୍ଟ

ଅନ୍‌ଲାଇନ ସପିଂର କ୍ରେଜ୍‌ ଲଗାତାର ବଢ଼ିବାରେ ଲାଗିଛି । ଅନ୍‌ଲାଇନ କମ୍ପାନୀ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅଫର୍‌ ଦେଇ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି । କିନ୍ତୁ ବେଳେ ବେଳେ ଫୋନ୍‌ ଅର୍ଡରରେ ବକ୍ସ ଭିତରୁ ବାହାରୁଛି ଇଟା । ଏହି ଗୋଟିଏ ନୁହେଁ, ଏହିପରି ଅନେକ ଅଭିଯୋଗ ସାମ୍ନାକୁ…

ଆଶ୍ଚର୍ଯ୍ୟକର ଘଟଣା ! ବିମାନ ଦୁର୍ଘଟଣାର ୪୦ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ୪ ଭାଇଭଉଣୀ

ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ୪ ଭାଇଭଉଣୀ । ମେ ୧ ତାରିଖରେ ହୋଇଥିବା ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ସମସ୍ତେ ଜୀବିତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବୟସ…

୨୦୦୦ ଟଙ୍କାରେ କିଣନ୍ତୁ OnePlus Nord 2T 5G

ଯେଉଁମାନେ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ବଢିଆ ଖବର । ଏବେ ଆପଣ କମ୍ ଟଙ୍କାରେ କିଣିପାରିବେ 5G ସ୍ମାର୍ଟ ଫୋନ୍‌ । OnePlus Nord 2T 5G ରେ ଆପଣ ବଢିଆ ରିହାତି ପାଇବେ । ଆଉ ଖୁବ କମ ଦାମ ରେ ଏହାକୁ କିଣି ଆଣିବେ । ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ…

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆମାଜନ ଫାଉଣ୍ଡର ଜେଫ ବେଜୋସ, ଗର୍ଲଫ୍ରେଣ୍ଡ ଲରେନଙ୍କ ସହିତ କଲେ ନିର୍ବନ୍ଧ

୫୯ ବର୍ଷ ବୟସରେ ନିର୍ବନ୍ଧ କଲେ ଆମାଜନ ଫାଉଣ୍ଡର ଜେଫ ବେଜୋସ । ଗର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହିତ ୫ ବର୍ଷ ରିଲେସନସିପରେ ରହିବା ପରେ ନିର୍ବନ୍ଧ କରିଛନ୍ତି । ଲରେନଙ୍କ ହାତରେ ଏକ ବଡ ହାର୍ଟ ସେପର ମୁଦି ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଆଉ ଖୁବଶୀଘ୍ର ବିବାହ କରିବେ…

ଆମାଜନ ଗ୍ରେଟ ସମର ସେଲର ଆଜି ଶେଷଦିନ, ଘରକୁ ନେଇ ଆସନ୍ତୁ ଦମଦାର HP ଲାପଟପ

କେନ୍ୟୁଜ୍‌(ବ୍ୟୁରୋ): ଆମାଜନ ଗ୍ରେଟ ସମର ସେଲର ଆଜି ଶେଷ ଦିନ । ଏଚପି ଲାପଟପ ଉପରେ ରହିଛି ଭାରି ଡିସକାଉଣ୍ଟ ଅଫର । ଡିସକାଉଣ୍ଟ ଦାମରେ ଏହି ଲାପଟପ କିଣିବା ପାଇଁ ଆଉ କିଛି ଘଣ୍ଟା ଆପଣଙ୍କ ପାଖରେ ରହିଛି । ଯଦି ଆପଣ ଜଣେ ଓ୍ଵାର୍କିଂ ପ୍ରଫେସନାଲ, ଷ୍ଟୁଡେଣ୍ଟ ଓ ପ୍ରଫେସନାଲ ଗେମର ଆପଣଙ୍କୁ…

ଆମାଜନ ଗ୍ରେଟ ସମର ସେଲରେ ଘରକୁ ନେଇ ଆସନ୍ତୁ ସ୍ମାର୍ଟ ସ୍ପିକର, ରହିଛି ଜବରଦସ୍ତ ରିହାତି

କେନ୍ୟୁଜ୍‌(ବ୍ୟୁରୋ): ଆପଣଙ୍କର ଇଚ୍ଛା ରହିଥିବ କି ଆପଣ ଏକ ସ୍ମାର୍ଟ ସ୍ପିକର କିଣିବେ କିନ୍ତୁ ଅଧିକ ଦାମ୍‌ ଯୋଗୁଁ ଆପଣ କିଣି ପାରୁନିଥିବେ । ଆପଣଙ୍କର ଗୀତ ଶୁଣିବାର ଇଚ୍ଛାକୁ ପୁରା କରିପାରୁ ନଥିବେ । ଏବେ କିନ୍ତୁ ଏହି ଆଶା ପୁରଣ ହେବାକୁ ଯାଉଛି । ଖୁବ୍‌ କମ ଦାମରେ ଆପଣ କିଣି ପାରିବେ…

ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ ରେ ଶସ୍ତା ହେଲା ସ୍ମାର୍ଟଫୋନ

ଆରମ୍ଭ ହୋଇଛି ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭଲ ଅଫର୍ ରହିଛି । ଏଥିରେ ଆପଣ ସାମସଙ୍ଗ, ୱାନ୍‌ପ୍ଲସ, ଲାଭା, ରେଡମି ଭଳି ବ୍ରାଣ୍ଡ ର ସ୍ମାର୍ଟଫୋନ୍ ବଜାର ମୂଲ୍ୟ ଠାରୁ ପୁରା କମ୍ ମୂଲ୍ୟ ଓ ଶସ୍ତାରେ କିଣିପାରିବେ । ଫୋନ୍ ବ୍ୟତୀତ ଆପଣ ବହୁତ କମ୍…