୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଜମା କଲେ ଗୁଜୁରାଟର ଏହି ଦୁଇ ମନ୍ଦିର
ଭାରତ, ଦୁନିଆର ଦ୍ୱିତୀୟ ବୃହତ୍ତମ ସୁନା ଉପଭୋକ୍ତା ଦେଶ ଭାବେ ଜଣା । ଏଠାକାର ଲୋକମାନେ ସୁନା କିଣିବାକୁ ଅଧିକ ଆଗ୍ରହ ଦେଖାଇଥାନ୍ତି । ସେହିପରି ଭାରତରେ ଅନେକ ମନ୍ଦିର ଏପରି ଅଛି, ଯେଉଁଠାରେ ବହୁତ ସୁନା ରହିଛି । ପୂର୍ବ ସମୟରେ ଭାରତର ମନ୍ଦିରରେ ସୁନା ଥିବାରୁ ଏହା ଲୁଟର ଶିକାର ହେଉଥିଲା ।…