Browsing Tag

ambulance

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଟାୟାର ନଟ, ଅଳ୍ପକେ ବର୍ତ୍ତିଲା ପ୍ରସୂତି ଓ ନବଜାତଙ୍କ ଜୀବନ

ଉଦଳା: ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଟାୟାର ନଟ୍, ଅଳ୍ପକେ ବର୍ତ୍ତିଲା ପ୍ରସୂତୀ ଓ ନବଜାତ। ଅଧଘଣ୍ଟାରୁ ଅଧିକ ସମୟ ଧରି ଆମ୍ବୁଲାନ୍ସ ଭିତରେ ପଡ଼ିରହିଲେ ଦୁଇ ଜଣ ।  ଏଭଳି ଘଟଣା ଘଟିଛି ଉଦଳା ଗୌଡିୟ ମଠ ନିକଟରେ । କପ୍ତିପଦା ଥାନା ନଛିପୁର ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା…

ଜଳିଗଲା ଚଳନ୍ତା ଆମ୍ବୁଲାନ୍ସ, ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ

କଟକ: ଜଳିଗଲା ଚଳନ୍ତା ଆମ୍ବୁଲାନ୍ସ। ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ। କଟକ ଖାନନଗର ଛକ ନିକଟରେ ଦୁର୍ଘଟଣା । ଆମ୍ବୁଲାନ୍ସଟି ଖାନନଗର ଛକରୁ ପୁରୀଘାଟ ଆଡେ ଯାଉଥିବା ବେଳେ ହଠାତ୍ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସରୁ ରୋଗୀଙ୍କୁ ବାହାରକୁ ନିଆ ଯାଇଥିଲା। ଅଗ୍ନିଶମ…

ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର : ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଚଳନ୍ତା ଆମ୍ବୁଲାନ୍ସରେ ନିଆଁ । ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍‌ରେ ଆଜି ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଛି । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍‌ରେ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ୪ ଗିରଫ

ଭୁବନେଶ୍ୱର : ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ । ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା । ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଛି । ଏଥିରେ ସମ୍ପୃକ୍ତ…

ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ , ୩ ଗୁରୁତର

ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ - ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା । ଏଥିରେ…

ଜରୁରୀକାଳୀନ ଚିକିତ୍ସା ସେବାରେ ଯୋଡିହେଲା ନୂଆ ୨୫୦ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସ ।  ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ…

ରାସ୍ତାରେ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ , ୩ ମୃତ

ଗୁଜରାଟ : ଗୁଜରାଟ ଅରବଲ୍ଲୀ ଜିଲ୍ଲାରେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାଛଡା ଅନେକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ…

ପୁରୀ ମୂଖ୍ୟ କେନାଲକୁ ଓଲଟିଲା ଆମ୍ବୁଲାନ୍ସ, ରୋଗୀ ଛାଡ଼ି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା

ବାରଙ୍ଗ : ପୁରୀ କେନାଲ ରୋଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଗାଡ଼ି ମାଲିକ। ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସଟି ବୁର୍ଲା ମେଡିକାଲରୁ ରୋଗୀ ନେଇ ଭୁବନେଶ୍ୱର ଏମ୍ସ ଆସିଥିବା ବେଳେ ରୋଗୀ ଛାଡ଼ି…

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ।   ଗୁରୁତର ରୋଗୀଙ୍କୁ କଟକ ନେବାବେଳେ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ ।  ଆମ୍ବୁଲାନ୍ସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ। ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ଜଣେ ମହିଳା…

 ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର, ଗର୍ଭବତୀଙ୍କୁ ମେଡିକାଲ ନେଲେ ସମ୍ପର୍କୀୟ

ମୋହନା :  ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ…

ଚଳନ୍ତା ଆମ୍ବୁଲାନ୍ସରେ ଅମାନବୀୟ କାଣ୍ଡ, ଅଚେତ ଅବସ୍ଥାରେ ମହିଳା ପରୀକ୍ଷାର୍ଥୀଙ୍କ ସହ କଲେ ଏମିତି

ବିହାର: ବିହାରୁ ରୁ ଏକ ଏକ ଆଶ୍ଚର୍ଯ୍ୟଜନକ ଓ  ଲଜ୍ଜାକର ଘଟଣା ସାମନାକୁ ଆସିଛି । ଘଟଣାଟି ଘଟିଛି ଗୟା ଜିଲ୍ଲାରେ ।  ହୋମଗାର୍ଡ ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରୁଥିବା ଜଣେ ୨୬ ବର୍ଷୀୟ ମହିଳା ଶାରୀରିକ ପରୀକ୍ଷା ସମୟରେ ଚେତାଶୂନ୍ୟ ହୋଇ ପଡିଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ଚଳନ୍ତା…

ଡାକ୍ତରଖାନାକୁ ଚାଲି ଚାଲି ଗଲେ ଗର୍ଭବତୀ, ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ

ରାୟଗଡା: ଗର୍ଭବତୀଙ୍କ ପାଖକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ । ଆଣ୍ଠୁଏ ପାଣିରେ ଚାଲି ଡାକ୍ତରଖାନାକୁ ଗଲେ ଗର୍ଭବତୀ । ଏ ଦୃଶ୍ୟକୁ ଦେଖିଲେ କୌଣସି ମା'ର କୋହ ସମ୍ଭାଳି ପାରିବନି । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ କୌଣସି ଉପାୟ ନପାଇ…