Odisha News
.
Browsing Tag

ambulance

ମଦ୍ୟପ ଡ୍ରାଇଭରର କାରନାମା, ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡିଦେଲା ଆମ୍ବୁଲାନ୍ସ

ବାଂଶପାଳ (କେ ନ୍ୟୁଜ) ; ବର୍ତ୍ତମାନ ଗାଁରୁ ସହର ସବୁଜାଗାରେ ଟ୍ରାଫିକ ଧରପଗଡ ଚାଲିଥିବା ବେଳେ ଜଣେ ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡି ଦେଲା ଆମ୍ବୁଲାନ୍ସ ଡ୍ରାଇଭର। ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ…

୧୨ ବର୍ଷର ବାଳକ ଆମ୍ବୁଲାନ୍ସକୁ ଦେଖାଇଲା ରାସ୍ତା, ପୁରସ୍କାର ଦ୍ବାରା କରାଗଲା ସମ୍ମାନିତ

କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପ୍ଳାବିତ ଗୋଟାଏ ପୋଲ ଉପରେ ଅଟକି ରହିଥିବା ଗୋଟାଏ ଆମ୍ବୁଲାନ୍ସକୁ ବାଟ କଢ଼େଇଛି ଜଣେ ୧୨ ବର୍ଷିୟ ବାଳକ। ବର୍ତ୍ତମାନ ଏହି ବାଳକର ସାହସିକତା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାହସି ବାଳକ ଭେଙ୍କଟେଶ ରାୟଚୁର ଜିଲ୍ଲାର ହିରେରାୟନକୁମ୍ପି ଗାଁରେ…

ଲଗାଣ ବର୍ଷାରେ ଫସିଲା ଆମ୍ବୁଲାନ୍ସ, ରୋଗୀ ହେଲେ ହଟହଟା

ଲଗାଣ ବର୍ଷାରେ ଫସିଲା ଆମ୍ବୁଲାନ୍ସ । ମାଲକାନଗିରି ଜିଲ୍ଲା ସଦରମହକୁମା ମେଡିକାଲରୁ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ନିଆଯାଉଥିବା ବେଳେ ପାଙ୍ଗାମ ନିକଟରେ ଆମ୍ବୁଲାନ୍ସ ଅଟକିଛି । ପାଙ୍ଗମ ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରଭାବିତ ହେଉଥିବାରୁ ଆମ୍ବୁଲାନ୍ସ ଅଟକି ରହିଛି । ଫଳରେ…

କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା, ଆମ୍ବୁଲାନ୍ସରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ଜିଲ୍ଲାର ବାଂଶପାଳ ବ୍ଲକ୍ ଉପର ରାଇଗୋଡ଼ା ଛଡ଼ାଡିହି ଗାଁର ପଦ୍ମିନୀ ବେହେରା ପ୍ରସବ ପାଇଁ ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଛଡ଼ାଡିହି ଗାଁକୁ ପକ୍କା ରାସ୍ତା ନଥିବାରୁ କୌଣସି ଗାଡ଼ି…

କନ୍ଧମାଳ : କିସ୍‌ ଓ କିମ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

କନ୍ଧମାଳ : କିସ୍‌ ଓ କିମ୍ସ ଫାଉଣ୍ଡେସନ୍‌ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ଆମ୍ବୁଲାନ୍ସ ପ୍ରଦାନ । ପ୍ରଥମ ପର୍ଯ୍ୟାୟରେ ଜି. ଉଦୟଗିରିଠାରେ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କିସ୍‌ ଓ କିମ୍ସ…

କଟକରେ ଭାରସାମ୍ଯ ହରାଇ କେନାଲକୁ ଖସିଲା ଆମ୍ବୁଲାନ୍ସ

କଟକ : ରୋଗୀକୁ ଆଣିବାକୁ ଯିବା ବେଳେ ଭାରସାମ୍ଯ ହରାଇଲା ଆମ୍ବୁଲାନ୍ସ । ମାହାଙ୍ଗା ବ୍ଲକ କୋଳି ଅଠା ଗ୍ରାମକୁ ରୋଗୀ ଆଣିବାକୁ ଯିବା ସମୟରେ କୁହୁଣ୍ଡା ଶାଖା କେନାଲକୁ ଭାରସାମ୍ୟ ହରାଇ ଖସିଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ଆଟେଣ୍ଡାଣ୍ଟ।

୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

କେନ୍ଦୁଝର : ନୟାକୋଟ ଥାନା ଅନ୍ତର୍ଗତ କୁମୁଣ୍ଡି ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ପିଟିଲା ଟ୍ରକ। ଖୁବ ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତାକଡରେ ଗାଡିଟିକୁ ଛିଡାକରି ଦେଇଥିଲେ। ଏହାସତ୍ତ୍ବେ ମଧ୍ୟ ଟ୍ରକ ଡ୍ରାଇଭର ଗାଡିଟିକୁ ଆଣି ପିଟି ଦେଇଥିଲା। ଫଳରେ…

ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା ।…