Browsing Tag

america firing

ଆମେରିକା ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ, ୮ ଗୁରୁତର

ଆମେରିକା : ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତଙ୍କୁ ରୋଡ୍…

ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ

ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା । ୱାଶିଂଟନ ଡିସିରେ ଥିବା ଯିହୂଦୀ ସଂଗ୍ରହାଳୟ ବାହାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗିରଫଦାରୀ ସମୟରେ ପାଲେଷ୍ଟାଇନ ପାଇଁ…

ଆମେରିକା : ସ୍କୁଲରେ ଆଖିବୁଜା ଗୁଳିମାଡ଼, ଶିକ୍ଷକଙ୍କ ସମେତ ୩ ମୃତ

ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୩ମୃତ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ଆମେରିକାର ୱିସ୍ କନସିନ ରାଜଧାନୀ ମାଡ଼ିସନ ସହରର ୱିସ୍କୋସିନ୍ ସ୍ଥିତ ଏକ ଖ୍ରୀଷ୍ଟିଆନ୍ ସ୍କୁଲରେ ଆଖିମୁଜା ଗୁଳିମାଡ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼…

ବିଶ୍ୱବିଦ୍ୟାଳୟ ଭିତରେ ଫୁଟିଲା ଗୁଳି: ଜଣେ ମୃତ, ୧୬ ଆହତ

ଆମେରିକାର ଅଲବାମା ଟସ୍କେଗି ବିଶ୍ୱବିଦ୍ୟାଳୟ ଭିତରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଏହି ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ଥାନରେ ହୋଇଥିଲା । ଯେଉଁଠାରେ ଛାତ୍ର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପୋଲିସ ଏହି…

ଆମେରିକା: କମଲା ହାରିସଙ୍କ ନିର୍ବାଚନ ପ୍ରଚାର ଅଫିସ୍‌ରେ ଗୁଳିମାଡ଼

ଆମେରିକାର ଏରିଜୋନାରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ନିର୍ବାଚନ ପ୍ରଚାର ଅଫିସ୍‌ରେ ଗୁଳିମାଡ଼ ହୋଇଛି । ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟେମ୍ପେ ସହରରେ ଥିବା ଏହି ଅଫିସ୍‌କୁ ଟାର୍ଗେଟ କରାଯାଇଛି । ଅଫିସ୍‌ର ସାମ୍ନା ଝରକାକୁ ପେଲେଟ ବନ୍ଧୁକରୁ ଗୁଳି…

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ୪ ଜଣଙ୍କ ମୃତ୍ୟୁ; ଏକାଧିକ ଆହତ

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ଅଲବାମାର ବର୍ମିଙ୍ଗହମରେ ଏକ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି । ବର୍ମିଙ୍ଗହମ ପୋଲିସ ‘X’ରେ ଏକ ପୋଷ୍ଟରେ ଲେଖିଛି ଯେ ଏକାଧିକ ଲୋକଙ୍କୁ ଗୁଳି କରାଯାଇଛି । ଏହି ଘଟଣା…

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ ଶନିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ରୋଚେଷ୍ଟର ହିଲ୍ସର ଶିଶୁ ୱାଟର ପାର୍କରେ ଘଟିଥିବା ସୂଚନା ରହିଛି ।…

ଆମେରିକାରେ ପୁଣି ଗୁଳିକାଣ୍ଡ: ୨ ମୃତ, ୨୨ ଆହତଙ୍କ ମଧ୍ୟରେ ୯ ଶିଶୁ

ଆମେରିକାରେ ଗୁଳିକାଣ୍ଡ ଘଟଣା ଥମୁନାହିଁ । ଲଗାତାର ଗୁଳିକାଣ୍ଡରେ ଲୋକଙ୍କ ଜୀବନ ଯାଉଛି । ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ…

ଆମେରିକାରେ ଗୁଳିକାଣ୍ଡ: ୮ ମୃତ, ୨୩ ଆହତ

ଆମେରିକାରେ ପୁଣି ଗୁଳିମାଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଜୋଲିଏଟ ପୋଲିସ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଖବର ମୁତାବକ, ଇଲ୍ଲିନୋଏସ ପ୍ରାନ୍ତର ଚିକାଗୋ ସ୍ଥିତ ଜୋଲିଏଟରେ…

ଆମେରିକାର ମାନସିକ ରୋଗୀ ହସପିଟାଲରେ ଗୁଳିକାଣ୍ଡ, ୨ ମୃତ

ଆମେରିକାର ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପସାୟରର ଏକ ଡାକ୍ତରଖାନାରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଷ୍ଟେଟ୍ ପୋଲିସ୍ କର୍ଣ୍ଣ ମାର୍କ ହଲ୍ କହିଛନ୍ତି ଯେ, ସନ୍ଦିଗ୍ଧ ଜଣକ କର୍ନକର୍ଡର ନ୍ୟୁ…

ଆମେରିକା ଫ୍ଲୋରିଡାରେ ହାଲୋଓ୍ଵିନ ପାର୍ଟିରେ ଗୁଳିକାଣ୍ଡ, ୨ ମୃତ ଏବଂ ୧୮ ଆହତ

ଆମେରିକା ଫ୍ଲୋରିଡାରେ ଟେମ୍ପାରେ ଏକ ହାଲୋଓ୍ଵିନ ପାର୍ଟିରେ ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଅନ୍ୟ ସନ୍ଦିଗ୍ଧକୁ ଖୋଜୁଛି ପୋଲିସ । ଏପର୍ଯ୍ୟନ୍ତ…

ଆମେରିକା ସହରରେ ପୁଣି ଗୁଳିକାଣ୍ଡ: ୩ ମୃତ, ୭ରୁ ଅଧିକ ଗୁରୁତର

ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ । ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାସହିତ ୨ ଜଣ ପୋଲିସ ସହିତ ଅନ୍ୟ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି। ଏନକାଉଣ୍ଟର ବେଳେ…