ଦାନ୍ତ ଚିକିତ୍ସକଙ୍କୁ ଅଡୁଆ ହେଉଥିଲେ ପତ୍ନୀ, ଇଣ୍ଟରନେଟରୁ ଉପାୟ ଖୋଜି ପତ୍ନୀଙ୍କୁ ମାରିଲେ
୨୩ ବର୍ଷର ବିବାହ... ପୁଣି ୬ ପିଲା । କେହି କଳ୍ପନା ମଧ୍ୟ କରିପାରିବେନି ଯେ ଦୁଇ ଦଶନ୍ଧିରୁ ଅଧିକ ସମୟର ସମ୍ପର୍କ ଏତେ ଭୟଙ୍କର ଭାବରେ ଶେଷ ହେବ? ତାହା ମଧ୍ୟ ସେହି ବ୍ୟକ୍ତିଙ୍କ ହାତରେ ଯିଏ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ପ୍ରତିଜ୍ଞା କରିଥିଲେ । ପେଶାରେ ସେ ଜଣେ ଦନ୍ତ ଚିକିତ୍ସକ, ତାଙ୍କ…