Browsing Tag

america president

ବିମାନ ଚଢିବା ବେଳେ ଖସି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭିଡିଓ ଭାଇରଲ

ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ ବିମାନରେ ଚଢୁଥିବା ବେଳେ ଖସିପଡିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭାଇରଲ ହେଉଥିବା ଏହି ଭିଡିଓରେ ବାଇଡେନ ବିମାନ ସିଢିରେ ଚଢୁଥିବା ସମୟରେ ତାଙ୍କ ପାଦ ଥରେ ନୁହେଁ ତିନି ତିନି ଥର ଖସି ଯାଇଥିଲା। କିନ୍ତୁ ସେ ନିଜକୁ ସମ୍ଭାଳି ନେଇଥିଲେ। ଖବର…

କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ: ଡୋନାଲ୍ଡ ଟ୍ରମ୍ପ

ଆମେରିକା: କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ । ଏହା କରୋନାରୁ ସୁସ୍ଥ ହେବା ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂକ୍ରମିତ ହେବା ଦ୍ୱାରା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଔଷଧର ପ୍ରଭାବ ବିଷୟରେ ଜାଣିପାରିଛନ୍ତି । ଆମେରିକୀୟ କମ୍ପାନୀ…

ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖକୁ ଆସିଲା ବିଷ ପାର୍ସଲ, ଯାହା ଚୁଟ୍‌କିରେ ନେଇପାରେ ଜୀବନ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ବିଷ ଥିବା ଏକ ପାର୍ସଲ ଆସିଥିବା ହ୍ବାଇଟ୍ ହାଉସର ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କ ନିକଟକୁ ରିସିନ…

ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଆମେରିକା: ଅଘଟଣ ହଉ ହଉ ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆକାଶରେ ଉଡୁଥିବା ଏକ ଛୋଟ ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରମ୍ପଙ୍କ ବିମାନ। ଗତ ରବିବାର ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉଦିଷ୍ଟ ଏୟାରଫୋର୍ସ ୱାନ୍‌ରେ ଥିବା ଟ୍ରମ୍ପଙ୍କ ବିମାନ କଳା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି

ବାଗଦାଦର ଡ୍ରୋନ୍‌ ଷ୍ଟ୍ରାଇକରେ ଆମେରିକାର ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଦଶଜଣଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରି ଇରାନ ଇଣ୍ଟରପୋଲରୁ ସହାୟତା ଲୋଡିଛି । ସୋମବାର ଜଣେ ସ୍ଥାନୀୟ ଓକିଲ ଏହି ସୂଚନା ଦେଇଛନ୍ତି । ଇରାନର ଏହି…

ଭାରତ ଆସିବାକୁ ଅପେକ୍ଷା କରି ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆସନ୍ତା ୨୪ ଓ ୨୫ରେ ଭାରତ ଆସିବେ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ): ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି । ସେପଟେ ଟ୍ଵିଟ କରି ଟ୍ରମ୍ପ ଦମ୍ପତ୍ତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଭାରତ ଆସିପାରନ୍ତି ଡୋନାଲଡ୍‌ ଟ୍ରମ୍ପ, ନୂଆଦିଲ୍ଲୀ ଓ ୱାଶିଂଟନର ଅଧିକାରୀଙ୍କ ମଧ୍ୟରେ…

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ମାସରେ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ସେ ଆସିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଆସିବେ । ଏନେଇ ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ…

ମିଛ କହିବାରେ ମାହିର ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତି ହେବା ପରେ କହିସାରିଛନ୍ତି ୧୦ ହଜାରରୁ ଅଧିକ ମିଛ

ମିଛ କହିବାରେ ମାହିର୍ ଟ୍ରମ୍ପ । ପ୍ରତିଦିନ ପ୍ରାୟ ୧୨ ଥର ମିଛ କହିଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି । ଏପରିକି ମିଛ କହିବାରେ ରେକର୍ଡ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିଜ ରାଷ୍ଟ୍ରପତିଙ୍କ ଏହି ମିଛର ପୋଲ୍ ଖୋଲିଛି ଆମେରିକାର ହିଁ ଏକ ଖବରକାଗଜ । ‘ୱାସିଂଟନ୍‌ ପୋଷ୍ଟ’…

ଷ୍ଟେଜ୍ ଉପରେ ଭାଷଣ ଦେଉଥିବାବେଳେ ଡୋନାଲ୍ଟ ଟ୍ରମ୍ପଙ୍କ ଉପରକୁ ମୋବାଇଲ୍ ମାଡ, ଦେଖନ୍ତୁ ଭିଡିଓ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଣ୍ଡିୟାନାରେ ନ୍ୟାସନାଲ ରାଇଫଲ ଏସୋସିଏନ୍ (NRA)ପାଇଁ ଭାଷଣ ଦେବାକୁ ଯାଇଥିଲେ । ସେହି ସମୟରେ ଭିଡ ଭିତରୁ ଜଣେ ବ୍ୟକ୍ତି ତାଙ୍କ ଉପରେ ମୋବାଇଲ ଫୋନ୍ ଦ୍ବାରା ହମଲା କରିଥିଲେ । କିନ୍ତୁ ଏହି ଫୋନ୍ ଟ୍ରମ୍ପଙ୍କ ସାମ୍ନା ଦେଇ ଚାଲିଯାଇ ଅଲଗା ଯାଗାରେ…

୨୦୨୦ ମସିହା ଆମେରିକା ରାଷ୍ଟ୍ରପତି ଭାରତୀୟ ?

ନୂଆଦିଲ୍ଲୀ : ୨୦୨୦ ମସିହା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇପାରନ୍ତି ଦୁଇ ଭାରତୀୟ ବଂଶୋଭବ । ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ ତୁଲସୀ ଗବର୍ଡ ଓ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ଏହି ଦୈଡରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଲସ୍…