Browsing Tag

america

ହସ୍ପିଟାଲର ଆମ୍ବୁଲାନ୍ସ ଚୋରି କରି ନେଇଗଲେ ରୋଗୀ, ଘଟଣା CCTVରେ କଏଦ

ଆମେରିକାର ଭର୍ଜିନିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ରୋଗୀ ହସ୍ପିଟାଲ ବାହାରୁ ଆମ୍ବୁଲାନ୍ସ ଚୋରି କରି ନେଇଛନ୍ତି । ବର୍ତ୍ତମାନ ରୋଗୀ ଜଣକ ଫେରାର୍‌ ଅଛନ୍ତି । ଚିକିତ୍ସା ଭିତରେ ହିଁ ସେ ହସ୍ପିଟାଲରୁ ବାହାରିଥିଲେ ଏବଂ ଆମ୍ବୁଲାନ୍ସ…

ଆମେରିକାରେ ଭାରତୀୟଙ୍କୁ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭିଡିଓ ଜାରି କରି ଅପିଲ୍‌ କଲେ ଛାତ୍ର

ଆମେରିକାର ଶିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଫେବୃୟାରୀ ୪ରେ ହୋଇଥିବା ଏହି ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ ଏହା ଅତ୍ୟନ୍ତ ହୃଦୟବିଦାରକ ରହିଛି । ଭିଡିଓ ଦେଖିବା ପରେ ବିଦେଶୀରେ…

କାହିଁକି ଏଲିଏନ୍ସଙ୍କୁ ଡାକୁଛନ୍ତି ଏହି ସହରର ଲୋକେ, ଜାଣନ୍ତୁ ଏହା ପଛର ରହସ୍ୟ

ପୃଥିବୀରେ ବାସ କରୁଥିବା ଲୋକମାନେ ବର୍ତ୍ତମାନ ଅନ୍ୟ ଜଗତର ଲୋକମାନଙ୍କ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି । ବାସ୍ତବରେ ବିଜ୍ଞାନ ଏବଂ ନୂଆ ଟେକ୍ନୋଲଜିର ମଣିଷକୁ ଭାବିବାକୁ ବାଧ୍ୟ କରୁଛି ଯେ ପୃଥିବୀରେ ଯେପରି ମଣିଷ ଅଛନ୍ତି, ସେହିପରି ଅନ୍ୟ କିଛି ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ମଣିଷ…

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ୟୁନିଭରସିଟିରୁ ଗାୟବ ହୋଇଥିଲେ ଛାତ୍ର

ଆମେରିକାରେ ଗତ ୨ଦିନ ଭିତରେ ଦୁଇ ଭାରତୀୟ ଛାତ୍ରଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି । ନିକଟରେ ଏକ ଦୋକାନରେ ଭାରତୀୟ ଛାତ୍ର ବିବେକ ସୋନୀଙ୍କୁ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଛାତ୍ରକୁ ହତ୍ୟା କରିଥିବା ଖବର ମିଳିଛି । ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ…

ଆମେରିକା ଦୋଷୀକୁ ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ, ମରିବାକୁ ଲାଗିଲା ମାତ୍ର ୨୨ ମିନିଟ୍‌

ଆମେରିକାରେ ଜଣେ ଦୋଷୀକୁ ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ ନାଁ କେନେଥ୍ ଇଉଜିନ୍ ସ୍ମିଥ୍ । ଏହି ଘଟଣାକୁ ନେଇ ହ୍ଵାଇଟ ହାଉସ ପକ୍ଷରୁ ପ୍ରତିକ୍ରିୟା ଦେଇଛି । ହ୍ଵାଇଟ ହାଉସ କହିଛି, ଏହା ବହୁତ ଚିନ୍ତାର ବିଷୟ । ଏହାସହିତ ଏଭଳି ଉପାୟରେ ମୃତ୍ୟୁଦଣ୍ଡ କେବେ ବି ଦିଆଯାଇନି…

ନ୍ୟୁ ହାମ୍ପସାୟର ପ୍ରାଇମେରୀ ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ, ନିକ୍କି ହାଲ୍ଲିଙ୍କୁ ଦେଲେ ଟକ୍କର

ଆମେରିକାରେ ଜାରି ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋଲାନ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ । ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାସ୍ତା ପରିସ୍କାର ହେବାରେ ଲାଗିଛି ।  ନ୍ୟୁ ହାମ୍ପସାୟର ପ୍ରାଇମେରୀ ଇଲେକସନରେ ବଡ଼ ବିଜୟ ହାସଲ କରିଛନ୍ତି ଟ୍ରମ୍ପ । ତାଙ୍କର ନିକଟତମ…

ଆମେରିକାରେ ବିନାଶ ଘଟାଉଛି ଭୟଙ୍କର ତୁଫାନ ଝଡ଼, ଗଲାଣି ୯୦ରୁ ଅଧିକ ଲୋକଙ୍କ ଜୀବନ

ବରଫ ଝଡ଼ ବା ତୁଷାର ଝଡ଼, ଯାହାର ନାଁ ଶୁଣିଲେ ହିଁ ମନରେ ଭୟ ଆସେ । ତେବେ ଆମେରିକାରେ ହିଁ ଭୟଙ୍କର ତୁଷାର ଝଡ଼ ହୋଇଛି, ଯାହା ଫଳରେ ବିନାଶ ଘଟିଛି । ଲଗାତାର ତୁଷାର ପାତ ଓ ଥଣ୍ଡା ପାଗ ଯୋଗୁଁ ସମଗ୍ର ଆମେରିକାର ବାସିନ୍ଦା ସଂଘର୍ଷ କରୁଛନ୍ତି । ଦୁଃଖର ବିଷୟ ଏହି ଝଡ଼ ଯୋଗୁଁ ୯୦ରୁ ଅଧିକ ଲୋକ…

ରାମମୟ ହେଲା ଆମେରିକା, ସାନ ଫ୍ରାନ୍ସିସ୍କୋରେ ବାହାରିଲା ବିଶାଳ ଶ୍ରୀରାମ କାର୍‌ ଶୋଭାଯାତ୍ରା

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଉଦ୍‌ଘାଟନ । ଏହାପୂର୍ବରୁ ଭାରତରୁ ନେଇ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନେପାଳ, ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଅନେକ ଦେଶ ମଧ୍ୟ ରାମମୟ ହୋଇଉଠିଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଏକ…

ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ

ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହେବା ପରେ ନୂଆ…

ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ୧୮ ବର୍ଷୀୟା ଝିଅର ମୃତଦେହ ଉଦ୍ଧାର, ଘରୋଇ ହିଂସା ସନ୍ଦେହ

ଆମେରିକାର ମାସାଚୁସେଟ୍ସ୍ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ମାମଲା ଘରୋଇ ହିଂସା ସହିତ ଜଡିତ ବୋଲି ଅନୁମାନ କରାଯାଉଛି । ମାସାଚୁସେଟ୍ସ ସ୍ଥିତ ୫ ନିୟୁତ ଡଲାର୍ ମୂଲ୍ୟର ବିଲିଡିଂରୁ ଏମାନଙ୍କ ମୃତଦେହ ଜବତ କରାଯାଇଛି ।…

ଜାଣନ୍ତୁ କାହିଁକି ସମଗ୍ର ସହର ଗୋଟିଏ କୋଠାରେ ସ୍ଥାପିତ ହେଲା, ସେଠାରେ ଲୋକମାନେ କିପରି ଜୀବନଯାପନ କରନ୍ତି ?

ଆପଣମାନେ ତ ଜାଣିଥିବେ ଯେ ଆମ ଦୁନିଆ ଆଶ୍ଚର୍ଯ୍ୟଜନକ ଜିନିଷରେ ପରିପୂର୍ଣ୍ଣ ହୋଇଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ସହର ଆମେରିକାର ଆଲାସ୍କା ରାଜ୍ୟରେ ଅବସ୍ଥିତ ଅଛି, ଯାହା ୱିଟିୟର ସିଟି ନାମରେ ପ୍ରସିଦ୍ଧ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ସମଗ୍ର ରାଜ୍ୟର ଜନସଂଖ୍ୟା…

Teslaର ବୈଦ୍ୟୁତିକ କାର୍‌ରେ ଲାଗିଲା ନିଆଁ, ଆୟତ୍ତ କରିବାରେ ଖର୍ଚ୍ଚ ହେଲା ୧.୩୬ ଲକ୍ଷ ଲିଟର ପାଣି

ବିଶ୍ୱରେ ଯେତେବେଳେ ବି ବୈଦ୍ୟୁତିକ କାର୍‌ କଥା ଉଠେ, ‘Tesla’ର ନାମ ପ୍ରଥମେ ଆସିଥାଏ। ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ବିଶ୍ୱର ବିଭିନ୍ନ ଦେଶରେ ନିଜର ବୈଦ୍ୟୁତିକ କାର୍‌ ବିକ୍ରି କରୁଛି। ଟେସ୍‌ଲାର କାର୍‌ଗୁଡ଼ିକ ଯେଉଁଠି ନିଜର ଆଡ୍‌ଭାନ୍ସ ଟେକ୍ନୋଲୋଜି ପାଇଁ ଚର୍ଚ୍ଚାରେ ଥାଏ, ସେଠି କେବେ…