ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟାରେ ମିଳିଲା ନାହିଁ ପ୍ରମାଣ, ଆମେରିକୀୟ ପୋଲିସ ଅଧିକାରୀଙ୍କ ଉପରେ ଚାଲିବନି…
ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚାଲିବ ନାହିଁ । ଆମେରିକୀୟ ଓକିଲଙ୍କ ମୁତାବକ, ଅଧିକାରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିପାରି ନାହିଁ । ସେପଟେ ବଡି ଫୁଟେଜ୍ କ୍ୟାମେରାର ଭାଇରାଲ ଭିିଡିଓକୁ କୋର୍ଟ…