Browsing Tag

amerika flight clash

ଆମେରିକା: ଆଲାସ୍କା ଆକାଶରେ ପିଟି ହେଲେ ଦୁଇ ବିମାନ, ୭ ମୃତ

ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାଟି ଆଲାସ୍କାର ସୋଲଡନଟୋ ସହର ଠାରୁ ମାତ୍ର କିଛି କିଲୋମିଟର ଦୂରତାରେ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଛୋଟ ବିମାନ ହଟାତ ପରସ୍ପର ସହ ଧକ୍କା ହୋଇଥିଲେ । ମୃତକଙ୍କ ମଧ୍ୟରେ ଆମେରିକା…