ଆତଙ୍କବାଦ ବିରୋଧୀ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା, ସବୁ ରାଜ୍ୟରେ ଏବେ ସମାନ ATS ଢାଞ୍ଚା
ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧୀ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା । ସବୁ ରାଜ୍ୟରେ ଏବେ ରହିବ ସମାନ ATS ଢାଞ୍ଚା । ସମଗ୍ର ଦେଶରେ ଆତଙ୍କବାଦ ବିରୋଧରେ ଏବେ ଏକାଭଳି ରଣନୀତି ହେବ । ଦିଲ୍ଲୀରେ ଆୟୋଜିତ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ଯୋଗଦେଇ ଶାହ ଦେଶର…