୨୫ରେ ଓଡିଶା ଆସିବେ ଅମିତ ଶାହା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା । ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା…