ନାତିର ଫିଲ୍ମ ଦେଖି ପ୍ରଶଂସା କଲେ ବିଗ୍ ବି ଅମିତାଭ
ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ‘ଇକ୍କିସ’ ଜାନୁଆରୀ ୧ ତାରିଖରେ ହଲରେ ରିଲିଜ କରିବାକୁ ଯାଉଛି । ଯାହା ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ । ଗତକାଲି ରାତିରେ ମୁମ୍ବାଇରେ ଫିଲ୍ମର ଗୋଟିଏ ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ଯାହା ଦେଖିବାକୁ ବିଗ୍ ବି ଅମିତାଭ ଯୋଗ ଦେଇଥିଲେ । ଫିଲ୍ମ…