Browsing Tag

Amitabh Bachchan

ଅମିତାଭଙ୍କ ଘର ବାହାରେ MNS ଲଗାଇଲା ପୋଷ୍ଟର, ଜାଣନ୍ତୁ ପୁରା ମାମଲା

ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ଏଥର ଚର୍ଚ୍ଚାରେ ରହିବାକୁ କାରଣ ସବୁଠାରୁ ଅଲଗା। ମୁମ୍ବାଇର ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’ ବାହାରେ ଏମିତି କିଛି ପୋଷ୍ଟର ଲାଗିଛି, ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ଯ ହୋଇଛନ୍ତି। ଏହି ପୋଷ୍ଟର ରାଜ ଠାକରେଙ୍କ…

ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସଂପନ୍ନ, ଯୋଗଦେଲେ ବିଗ୍ ବି

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁମ୍ବାଇ ସାଣ୍ଟାକ୍ରୁଜ୍‌ ଜୁହୁ ସିମେଟ୍ରିରେ ଶେଷକୃତ୍ୟ ହୋଇଛି । କୋଭିଡ ସଂକ୍ରମଣ ପାଇଁ ସୀମିତ ଜନସମାଗମ ହୋଇଥିଲା । କେବଳ ପରିବାର ଓ ଘନିଷ୍ଠ ସଂପର୍କୀୟ ଯୋଗ ଦେଇଥିଲେ । ବହୁ ସେଲିବ୍ରିଟି ତାଙ୍କ ଘରେ ପହଞ୍ଚି…

ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ‘ପ୍ରତୀକ୍ଷା’ ବଙ୍ଗଳାର ଭଙ୍ଗାଯିବ କାନ୍ଥ, ବିଏମ୍‌ସି ପଠାଇଥିଲା ନୋଟିସ୍‌, ହେଲେ ଉତ୍ତର…

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’ ନିଜ ସୁନ୍ଦରତା ପାଇଁ ଜଣାଯାଇଥାଏ। ଏହି ବଙ୍ଗଳାକୁ ଦେଖିବାକୁ ଏବଂ ବଙ୍ଗଳାରୁ ଅମିତାଭଙ୍କର ଏକ ଝଲକ ପାଇବାକୁ ଲୋକେ ଦୂର ଦୂରରୁ ଧାଇଁ ଆସିଥାଆନ୍ତି। କିନ୍ତୁ ଏବେ ମହାନାୟକଙ୍କ ଏହି ବଙ୍ଗଳାର କାନ୍ଥ ଭଙ୍ଗାଯିବାକୁ ଯାଉଛି। କାନ୍ଥକୁ…

ତାଉତେ ପରେ ପାଣିରେ ବୁଡ଼ିଗଲା ଅମିତାଭ ବଚ୍ଚନଙ୍କ ଅଫିସ ‘ଜନକ’, ବ୍ଲଗ୍ ଜରିଆରେ ଦୁଃଖ ବ୍ୟକ୍ତ କଲେ…

କରୋନାର ଦୁଃଖ ନ ଯାଉଣୁ ବାତ୍ୟା ତାଉତେ ପୁଣି ଆସି ଦୁର୍ଦ୍ଦଶା ଦେଇଛି। ତେବେ ଖୁସିର କଥା ହେଉଛି ଏହି ବାତ୍ୟା ଯୋଗୁ ଇତି ମଧ୍ୟରେ କାହାର ଜୀବନ ଯାଇନାହିଁ। ବାତ୍ୟା ପରେ ସୋସିଆଲ ମିଡିଆରେ ଲଗାତାର କ୍ଷୟକ୍ଷତିର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ବଲିଉଡର ବହୁ ସେଲିବ୍ରିଟି…

କରୋନା ଭ୍ଯାକସିନର ଦ୍ବିତୀୟ ଡୋଜ ନେଲେ ଅମିତାଭ ବଚ୍ଚନ, ଫଟୋ ସହିତ ସେୟାର କଲେ ଜୋକ୍

କରୋନା ସଂକ୍ରମଣ ବଢୁଥିବାରୁ ଭ୍ଯାକସିନ ପ୍ରକ୍ରିୟା ମଧ୍ୟ ବଢାଇଦିଆଯାଇଛି। ଏପର୍ଯ୍ଯନ୍ତ ଅନେକ ବଲିଉଡ ସେଲିବ୍ରିଟି ପ୍ରଥମ ଭ୍ଯାକସିନ ଏବଂ ଦ୍ବିତୀୟ ଭ୍ଯାକସିନ ମଧ୍ୟ ନେଇସାରିଲେଣି। ଇଦ୍ ଅବସରରେ ସଲମାନ ମଧ୍ୟ ଭ୍ଯାକସିନର ଦ୍ବିତୀୟ ଡୋଜ ନେଇସାରିଲେଣି। ଏବେ ଭ୍ଯାକସିନର ଦ୍ବିତୀୟ ଡୋଜ ଅମିତାଭ…

ଦିଲ୍ଲୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଦାନ କଲେ ଅମିତାଭ ବଚ୍ଚନ

କରୋନା ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟି ହାତ ବଢାଇସାରିଲେଣି। ଅନ୍ୟପକ୍ଷରେ, ବଲିଉଡ ସୁପରଷ୍ଟାର ଅର୍ଥାତ୍ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ କରୋନାର ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି ।…

‘ଅଭିଷେକ ବଚ୍ଚନ ଜଣେ ଭଲ ଅଭିନେତା’ କମେଣ୍ଟ ସୋସିଆଲ ମିଡିଆରେ ହେଲା ଭାଇରାଲ, ଦେଖନ୍ତୁ

ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସବୁବେଳେ ନିଜ ପିତା ଅମିତାଭ ବଚ୍ଚନଙ୍କ ସହ ତୁଳନା କରାଯାଏ । ବିଗ-ବିଙ୍କ ଯାଦୁ ଏବେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଭଲ ରହିଛି । ତେବେ ସୁପରଷ୍ଟାର ଅମିତାଭଙ୍କ ପୁଅ ଅଭିଷେକ ବଚ୍ଚନ କିନ୍ତୁ ଏଥିପାଇଁ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କ ଦ୍ୱାରା ଟ୍ରୋଲ…

ଆରମ୍ଭ ହେଉଛି କୌନ ବନେଗା କରୋଡପତି, ହଟ୍ ସିଟରେ ବସିବାକୁ ଫଲୋ କରନ୍ତୁ ଏହି ୪ଟି ଷ୍ଟେପ୍

କରୋନା ସଙ୍କଟ ମଧ୍ୟରେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଛି ରିଆଲିଟି ଶୋ' କୌନ ବନେଗା କରୋଡପତି। କେବିସିର ଏହି ୧୩ ତମ ସିଜନକୁ ଅମିତାଭ ବଚ୍ଚନ ହିଁ ହୋଷ୍ଟ କରିବେ। ଏହାର ପ୍ରୋମୋ ମଧ୍ୟ ଜାରି ହୋଇଛି। ଏଥିସହ ଶୋ'ପାଇଁ ମେ' ୧୦ରୁ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଯିବ। ଯଦି…

ଅନୁଷ୍କା ଓ ବିରାଟଙ୍କୁ ଏମିତି କହି ସୋସିଆଲ ମିଡିଆରେ ଭାଇରାଲ ହେଲେ ବଲିଉଡ ଶେହନସା

ବଲିଉଡ ସେଲିବ୍ରେଟି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ତା’ସହ ସୋସିଆଲ ମିଡିଆରେ ନିଜର ପୋଷ୍ଟକୁ ନେଇ କେହି ନା କେହି ଭାଇରାଲ ମଧ୍ୟ ହୋଇଥାନ୍ତି। ଏବେ ଆଉ ଜଣେ ସେଲିବ୍ରେଟି ଭାଇରାଲ ହୋଇଛନ୍ତି। ଚାଳନ୍ତୁ ଜାଣିବା ତାଙ୍କ ସଂପର୍କରେ। ବଲିଉଡର ଶେହନସା ଅମିତାଭ ବଚ୍ଚନ ସୋସିଆଲ…

କ୍ରିତି ସାନନ୍‌ଙ୍କ ଏହି ଫଟୋ ଦେଖି ନିଜକୁ ରୋକି ପାରିଲେନି ବିଗ-ବି, ଦେଲେ କିଛି ଏମିତି କମେଣ୍ଟ

ବଲିଉଡର କଳାକାରଙ୍କୁ ଆପଣ ସୋସିଆଲ ମିଡିଆରରେ ଆକ୍ଟିଭ ଥିବାର ଦେଖୁଥିବେ। ନିଜ ଡେଲି ଲାଇଫର ପ୍ରତ୍ୟେକଟି ମୂହୁର୍ତ୍ତକୁ କ୍ୟାପଚର କରି ସୋସିଆଲ ମିଡିଆରେ ସେମାନେ ପୋଷ୍ଟ କରିଥାନ୍ତି। ଯେକୌଣସି ସୁଟ୍‌ ହେଲେ ଏହାର ଫଟୋକୁ ନିଜ ଆକାଉଣ୍ଟରେ ହାସଟ୍ୟାଗ୍‌ ସହ ଅପଡେଟ କରନ୍ତି। ଏବେ ଏମିତି ଏକ…

ବିଗ-ବି କାହିଁକି ମାରିଲେ ଶତ୍ରୁଘ୍ନଙ୍କ ଗାଡ଼ିକୁ ଧକ୍କା, ଜାଣନ୍ତୁ

ବଲିଉଡର ଦୁଇ ସୁପରଷ୍ଟାର , ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା। ଦୋସ୍ତୀ ଖୁବ ପୁରୁଣା। ଦୁଇଜଣ କେବଳ ପର୍ଦ୍ଦା ଆଗରେ ନୁହେଁ , ବରଂ ପର୍ଦ୍ଦା ପଛରେ ଅର୍ଥାତ୍‌ ରିୟଲ ଲାଇଫରେ ମଧ୍ୟ ଭଲ ସାଙ୍ଗ। ଏହାର ଏକ ଝଲକ ଟିଭି ଶୋ’ ମାଧ୍ୟମରେ ଦେଖିବାକୁ ମିଳିଥିଲା। ଯେଉଁଠି ଦୁହେଁ ବ୍ୟକ୍ତିଗତ ଜୀବନ ସହ…

ପ୍ରଥମ ଭାରତୀୟ ଅଭିନେତା ଭାବେ ଅମିତାଭ ବଚ୍ଚନଙ୍କୁ ମିଳିବ ୨୦୨୧-ଏଫ୍‌ଆଇଏଏଫ୍ ଆଓ୍ଵାର୍ଡ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜର ଫିଲ୍ମ କ୍ୟାରିଅରରେ ଅନେକ ବଡ଼ବଡ଼ ଆଓ୍ଵାର୍ଡ ହାସଲ କରିଛନ୍ତି। ଏବେ ପୁଣି ଥରେ ବିଗ୍‌-ବିଙ୍କୁ ଆଉ ଏକ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଆସନ୍ତା ୧୯ ତାରିଖରେ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍‌ ଫିଲ୍ମ ଆର୍ଚିଭ ଦ୍ୱାରା ୨୦୨୧-ଏଫ୍‌ଆଇଏଏଫ୍‌…