Browsing Tag

Amitabh Bachchan

ରିଆଦରେ ଫୁଟବଲ ଷ୍ଟାର ମେସି, ରୋନାଲଡୋ, ଏମବାପେ ଓ ନେମାରଙ୍କୁ ଭେଟିଲେ ବିଗ୍ ବି

ଫୁଟବଲ ସୁପରଷ୍ଟାରଙ୍କ ସହ ବଲିଉଡ ସୁପରଷ୍ଟାର । ସାଉଦୀ ଆରବ ରାଜଧାନୀ ରିଆଦରେ ମେସି, ରୋନାଲଡୋ, ଏମବାଫେ ଓ ନେମାରଙ୍କୁ ଭେଟିଲେ ଅମିତାଭ ବଚ୍ଚନ । ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଗୁରୁବାର ସାଉଦି ଆରବରେ ଥିଲେ ଯେଉଁଠାରେ ସେ ଏହି ଫୁଟବଲ ମ୍ୟାଚ୍ ଉଦ୍ଘାଟନ କରିଥିଲେ। ଏଠାରେ ତାଙ୍କୁ ମୁଖ୍ୟ…

ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମର ଭଏସ ଦେବେ ଅମିତାଭ ବଚ୍ଚନ !

ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ଅନ୍ଦାଜକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରନ୍ତି। ଅମିତାଭଙ୍କ ଦମଦାର ସ୍ୱର ଫ୍ୟାନ୍ସଙ୍କୁ ଆକୃଷ୍ଟ କରିଥାଏ। ଏବେ ବିଗ ବିଙ୍କୁ ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମରେ ଭଏସ ଦେବା ପାଇଁ ଅନୁରୋଧ କରାଯାଇଛି । ଖବର ମୁତାବକ, ଶ୍ରୀରାମଙ୍କ…

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ବିନା ଅନୁମତିରେ କେହି ବ୍ୟବହାର କରିପାରିବେ ନାହିଁ ଅମିତାଭ ବଚ୍ଚନଙ୍କ ନାମ,…

ଶତାବ୍ଦୀର ମହାନାୟକ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଓ ସ୍ୱର ଏଣିକି ବିନା ଅନୁମତିରେ ବ୍ୟବହାର କରିହେବ ନାହିଁ। ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରି ନିଜ ନାମ, ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ…

ନିଆଁକୁ ଡେଇଁ ତବସୁମ୍‌ଙ୍କ ଜୀବନ ବଞ୍ଚାଇଥିଲେ ଅମିତାଭ ବଚ୍ଚନ, ଅଭିନେତ୍ରୀ ନିଜେ ବଖାଣିଥିଲେ ସେଦିନର ଛାତିଥରା କଥା…

ଭେଟେରାନ୍ ଅଭିନେତ୍ରୀ ତବସୁମ୍ ଗୋଭିଲ୍ ଆଉ ଏହି ଦୁନିଆରେ ନାହାନ୍ତି। ରିପୋର୍ଟ ମୁତାବକ, ୭୮ ବର୍ଷୀୟା ଅଭିନେତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ହଠାତ୍ ତାଙ୍କ ମୃତ୍ୟୁରେ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅଭିନେତ୍ରୀ ହେବା ସହିତ ଆଙ୍କର୍ ଏବଂ ଟିଭି ହୋଷ୍ଟ ମଧ୍ୟ…

ସିନେମା ଦେଖିବା ପାଇଁ ପଇସା ନଥିଲା, ହଲର ଚଟାଣ ଉପରେ ବସି ଦେଖୁଥିଲି ଫିଲ୍ମ, ନିଜ ଜୀବନର ସଂଘର୍ଷମୟ କାହାଣୀ କହିଲେ…

ବିଗ୍‌ ବି ଅମିତାଭ ସବୁବେଳେ ନିଜର ନିରାଡ଼ମ୍ବର ଜୀବନ ପାଇଁ ବେଶ ଜଣାସୁଣା । ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ପ୍ରଶଂସକଙ୍କ ହୃଦୟକୁ କିଣି ନିଅନ୍ତି । ସେ ତାଙ୍କର ସାଧାରଣ ଜୀବନ ଶୈଳୀ ପାଇଁ ଦର୍ଶକଙ୍କ ପାଖରୁ ସବୁବେଳେ ଭଲପାଇବା ପାଇଥାନ୍ତି । ସେ କେତେବେଳେ…

ଜାଣନ୍ତି କି ବଲିଉଡ ବାଦଶାହା ଅମିତାଭଙ୍କ ସରନେମ କିପରି ହେଲା ବଚ୍ଚନ,ଜାଣନ୍ତୁ କ’ଣ କୁହନ୍ତି ଅମିତାଭ

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ଫିଲ୍ମ ‘ଉଚ୍ଚାଇ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହା ସହ କୌନ ବନେଗା କରୋଡପତି ୧୪ ତମ ଶୋର ମଧ୍ୟ ହୋଷ୍ଟ ଅଛନ୍ତି । ଏହି ଶୋ’ରେ ସେ ପ୍ରତିଯୋଗୀଙ୍କ ସହ ବେଶ ଥଟ୍ଟା-ମଜା କରୁଥିବାର ଦେଖାଯାଇଛନ୍ତି । ଏହାର ଏକ ଏପିସୋଡରେ…

ସଲମାନ ଖାନଙ୍କ ପରେ ଏବେ ଅମିତାଭ ବଚ୍ଚନ! ମୁମ୍ବାଇ ପୋଲିସ ବଢ଼ାଇଲା ସୁରକ୍ଷା; ବିଗ୍‌ ବିଙ୍କୁ ମିଳିଲା X କାଟେଗୋରୀର…

ବଲିଉଡ୍‌ର ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ମୁମ୍ବାଇ ପୋଲିସ ଓ ରାଜ୍ୟ ସରକାର ବଢ଼ାଉଛନ୍ତି। ଗତକାଲି ସଲମାନ ଖାନଙ୍କୁ ଓ୍ଵାଇ ପ୍ଲାସ୍‌ କାଟେଗୋରୀର ସୁରକ୍ଷା ଦିଆଯାଇଥିଲା। ଆଉ ଏବେ ବଲିଉଡ୍‌ର ଶେହନଶାହ ଅମିତାଭ ବଚ୍ଚନଙ୍କ ସୁରକ୍ଷାକୁ ବି ବଢ଼ାଇ ଦିଆଯାଇଛି। ସୂଚନା ମୁତାବକ, ତାଙ୍କ…

ନିଜ ଘର ବାହାରେ ଫ୍ୟାନମାନଙ୍କୁ ଭେଟିବା ପୂର୍ବରୁ କାହିଁକି ଜୋତା, ଚପଲ ଖୋଲି ଥାଆନ୍ତି ଅମିତାଭ ବଚ୍ଚନ; ଜଣାଇଲେ କାରଣ…

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ‘ଜଲ୍‌ସା’ ବାହାରେ ଫ୍ୟାନ୍‌ମାନଙ୍କ ଭିଡ଼ କମିବାରେ ଲାଗିଛି। ଏହି କଥା ନିଜେ ଅମିତାଭ ବଚ୍ଚନ କହିଛନ୍ତି। ବଚ୍ଚନଙ୍କ କହିବା ହେଲା, ଫ୍ୟାନମାନଙ୍କ ସହ ତାଙ୍କ ସାକ୍ଷାତରେ ରୋମାଞ୍ଚ ଏବେ କମ୍‌ ହେବାରେ ଲାଗିଛି। ଏଥି ସହିତ ସେ ଜଣାଇଛନ୍ତି କି, ତାଙ୍କ ଘର…

ଛୋଟ ପିଲାଙ୍କ ଭଳି ଜିଭ ବାହାର କରି ନିଜର ଏମିତି ଫଟୋ ସେୟାର କଲେ ବିଗ୍‌ ବି! ଫ୍ୟାନ୍‌ ପଚାରିଲେ, ‘ସାର୍‌ ଏବେ…

ବଲିଉଡ୍‌ର ଶେହେନଶାହ ଅମିତାଭ ବଚ୍ଚନ ଦେଶର କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କର କହିବା ଶୈଳୀ ହେଉ କି ବିନମ୍ରତା, ଫ୍ୟାନମାନେ ପ୍ରତ୍ୟେକ ଜିନିଷକୁ ପସନ୍ଦ କରନ୍ତି। ଏତିକି ନୁହେଁ, ତାଙ୍କର ଫ୍ୟାସନ ଷ୍ଟେଟ୍‌ମେଣ୍ଟ ଏବଂ ହେୟାର ଷ୍ଟାଇଲ ବି ଫ୍ୟାନ ମାନଙ୍କୁ ବେଶ୍‌ ପସନ୍ଦ…

ସୁଟିଂ କରୁଥିବା ବେଳେ ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ। ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ…

ଏହି ଚଳଚ୍ଚିତ୍ରଗୁଡ଼ିକ Big B ଙ୍କୁ ବଲିଉଡରେ କରିଛି ଶେହେନ୍ସା, ତାଙ୍କ ଅଭିନୟକୁ ଦେଖି ପାଗଳ ହୋଇଥିଲେ ଫ୍ୟାନ

ଗତକାଲି ଅମିତାଭ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। କହିବାକୁ ଗଲେ ତାଙ୍କ ଅଭିନୟ ସହିତ କୌଣସି ଅଭିନେତା ତାଳ ମିଶାଇ ପାରିବେ ନାହିଁ। ଆଜି ତାଙ୍କର ଜବରଦସ୍ତ ଅଭିନୟ ସହିତ ସେ ଅନେକ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଛନ୍ତି ଯାହା କେବେ ବି ଲିଭାଯାଇପାରିବ ନାହିଁ। ହିନ୍ଦୀ ସିନେମାର…

୮୦ ବର୍ଷରେ ବଲିଉଡର ଶେହନଶାହା ଅମିତାଭ ବଚ୍ଚନ: ସଂଘର୍ଷ, ଉତଥାନ ପତ୍ତନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ

ମୁମ୍ବାଇ: ଅମିତାଭ ବଚ୍ଚନ । ଗୋଟିଏ ନାଁ । ଅନେକ ଚରିତ୍ର, ଅନେକ ପରିଚୟ । ଆଜି ଶତାଦ୍ଦୀର ମହାନାୟକଙ୍କ ଜନ୍ମଦିନ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ବଲିଉଡରେ ପ୍ରଥମ ଫିଲ୍ମ ଥିଲେ ସାତ ହିନ୍ଦୁସ୍ତାନୀ । ତାପରେ ବହୁ…