Browsing Tag

Amla Navami

ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନ ସହ ତପ, ଜପ, ଦାନ କଲେ ପାପରୁ ମିଳିଥାଏ ମୁକ୍ତି

ଅଁଳା ନବମୀ ଏକ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ । କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଇଥାଏ। ଏହି ଦିନ ଦାନ, ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହି ଦିନରେ ଅଁଳା ଗଛକୁ ପୂଜା କରି ପରିବାରର ଆରୋଗ୍ୟତା ଏବଂ ସୁଖ- ସମୃଦ୍ଧି କାମନା କରାଯାଇଥାଏ। କୁହାଯାଏ ଯେ ଏହି…

ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ଜୋରଦାର ପ୍ରସ୍ତୁତି, ଓଡ଼ିଆଣୀ ବେଶ ହେବେ ମା’ ରାଧାରାଣୀ

ସାକ୍ଷୀଗୋପାଳ: ଶ୍ରୀକ୍ଷେତ୍ର ପୁରୀରେ ପ୍ରସିଦ୍ଧ ଘୋଷଯାତ୍ରା ପରେ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଥାଏ ଅଁଳାନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ । ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଆସନ୍ତା ନଭେମ୍ବର ମାସ ୩୧ ତାରିଖ ଶୁକ୍ରବାର ପାହାନ୍ତିରୁ ସମସ୍ତ ନୀତିକାନ୍ତି…

ଆଜି ପବିତ୍ର ଅଁଳା ନବମୀ; ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଲୋକଙ୍କ ଭିଡ଼

ପୁରୀ (କେନ୍ୟୁଜ): ଆଜି ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି…

ଆସନ୍ତାକାଲି ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ରାଧାରାଣୀ

ପିପିଲି(କେନ୍ୟୁଜ): ଆସନ୍ତାକାଲି ଅଁଳା ନବମୀ ।  ଓଡ଼ିଆଣୀ ବେଶ ହେବେ ମା'ରାଧାରାଣୀ । ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବା ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଅଁଳା ନବମୀ ପାଇଁ ପ୍ରସ୍ତୁତି ବୈଠକ, ଆସନ୍ତା ୨୧ରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ

ପୁରୀ (କେନ୍ୟୁଜ): ଅଁଳା ନବମୀ ପାଇଁ ପ୍ରସ୍ତୁତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପୀନାଥଙ୍କ ମା’ ରାଧାରାଣୀଙ୍କ ପାଦ ଦର୍ଶନ ଆସନ୍ତା ନଭେମ୍ୱର ୨୧ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ…